Webportal
Browsing Category

Politics

ଡାକ୍ତରଙ୍କ ମୃତ୍ୟୁ ପରେ କଣ ଅନୁଗୁଳ ଏସ୍ପିଙ୍କୁ ବଦଳାଇବାରେ ସକ୍ଷମ ହେବେ ତାଳଚେର ବିଧାୟକ; ବଡ ପ୍ରଶ୍ନ

ଏକ ଦୁଃଖଦ ଘଟଣାରେ ଅନୁଗୁଳ ଜେଲରେ ବିଚାରାଧୀନ କଏଦୀ ଭାବେ ଥିବା ତାଳଚେର ର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇ ଥିଲା। ଖବର ପାଇ ଶତାଧିକ ଲୋକ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ରୁଣ୍ଡ ହୋଇଥିଲେ । ପରେ ଡାକ୍ତରଙ୍କୁ ମିଛ କେଶରେ ଫସାଇ…
Read More...

ଆପର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ଆମ୍ ଆଦ୍‌ମୀ ପାର୍ଟି ଅନୁଗୁଳ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆବାହାଳ ନିଶିକାନ୍ତ ମହାପାତ୍ର ବୈଠକରେ ଯୋଗ ଦେଇ କର୍ମକର୍ତ୍ତାଙ୍କ କାର୍ଯ୍ୟର ମୂଲ୍ୟାୟନ କରିଛନ୍ତି । ତୃଣମୂଳ ସ୍ତରରେ ସଙ୍ଗଠନ ଗଠିବା ସହ…
Read More...

ସମବାୟ ବ୍ୟାଙ୍କ ନିର୍ଦେଶକ ନିର୍ବାଚନରେ ନିଧିଙ୍କୁ ଅଣଦେଖା;ଢେଙ୍କାନାଳ ଓ ଅନୁଗୁଳ ବିଧାନସଭା ଆସନର ୨୦୨୪ ନିର୍ବାଚନୀ…

ଇତି ମଧ୍ୟରେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦେଶକ ପଦବୀ ପାଇଁ ନିର୍ବାଚନ ସରିଯାଇଛି।ସନ୍ତୋଷ ପ୍ରଧାନ ନିଜ ଦଳର ପ୍ରତାପ ଚନ୍ଦ୍ର ମଲ୍ଲିକଙ୍କ ବିରୁଦ୍ଧରେ ୧୫-୦ ଭୋଟ ରେ ବିଜୟୀ ହୋଇଛନ୍ତି।ଏହାର ଅର୍ଥ ହେଲା ଶ୍ରୀ ମଲ୍ଲିକ ମଧ୍ୟ ନିଜ ଭୋଟ ଟି ସନ୍ତୋଷ ବାବୁଙ୍କୁ ଦେଇଛନ୍ତି…
Read More...

ତଥାଗତଙ୍କ ଇଶାରା କେଉଁଆଡ଼େ

ସମ୍ପ୍ରତି ପୂର୍ବତନ ଢେ଼ଙ୍କାନାଳ ସାଂସଦ ତଥାଗତ ଶତପଥି ଗଣମାଧ୍ୟମରେ ଦେଇଥିବା ବୟାନ କୁ ନେଇ ଚର୍ଚା ଜୋର ଧରିଛି।ଏହା ପୂର୍ବରୁ ଆକଳନ କରାଯାଉଥିଲା ଯେ ତାଙ୍କର ରାଜନୈତିକ ଜୀବନ ଏକ ରକମ ଶେଷ ହୋଇଛି।କିନ୍ତୁ ସଦ୍ୟ ଗଣମାଧ୍ୟମରେ ଦେଇଥିବା ବୟାନରେ ସେ କହିଛନ୍ତି ଯେ ରାଜନୀତି ଆଦୌ ଛାଡିବାର…
Read More...

ଧାମନଗର ଉପନିର୍ବାଚନ: ୬୬.୬୩ ପ୍ରତିଶତ ମତଦାନ, ୫ ପ୍ରାର୍ଥୀଙ୍କ ଭାଗ୍ୟର ୬ରେ ଫଳାଫଳ

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଗୁରୁବାର ମତଦାନ ଶେଷ ହୋଇଛି।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମତଦାନ ଶେଷ ସୁଦ୍ଧା ପ୍ରାୟ ୬୬.୬୩ ପ୍ରତିଶତ ମତଦାନ ହୋଇଥିବା ନେଇ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ନୂତନ ଟାମଡ଼ା ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବନୀ

ତାଳଚେର-ଅନୁଗୁଳ-ମେରାମଣ୍ଡଳୀ (ଟାମଡା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅନୁଗୁଳ ବିଜୁ ମୈଦାନ ଠାରୁ ସେ ଶତାଧିକ ସମର୍ଥକଙ୍କ ଗହଣରେ ଆସି ଟାମଡ଼ା କାର୍ଯ୍ୟାଳୟରେ ପହଞ୍ଚି ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଦାୟିତ୍ୱ ଗ୍ରହଣ ସମୟରେ ବିଜୁ…
Read More...

ବିଜେପି ନେତାଙ୍କ ବୟାନ:ବିରୋଧୀ ଦଳମାନେ ୨୦୨୪ ନିର୍ବାଚନ ଚିନ୍ତା ଛାଡ଼ି ୨୦୨୯ ପାଇଁ ପ୍ରସ୍ତୁତି କରନ୍ତୁ

ବିରୋଧୀଦଳ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱ ଏବଂ ଦେଶର ଲୋକଙ୍କ ପାଇଁ ସେ କରୁଥିବା କାର୍ଯ୍ୟକୁ ବୁଝିବା ଉଚିତ। ଏହା କହିଛନ୍ତି ବରିଷ୍ଠ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର। ସେ ଆହୁରି କହିଛନ୍ତି ଯେ, ମୁଁ ବିରୋଧୀଙ୍କୁ ପରାମର୍ଶ ଦେଉଛି…
Read More...

କଂଗ୍ରେସର କଟାକ୍ଷ:ରାଜ୍ୟସଭା ଆସନ ଯିବା ପରେ ହିଁ ଆଜାଦ୍‌ଙ୍କୁ ଦିବ୍ୟଜ୍ଞାନ ପ୍ରାପ୍ତ ହୋଇଛି

କଂଗ୍ରେସରୁ ଇସ୍ତଫା ଦେବା ପରେ କଂଗ୍ରେସ ଦଳ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଆସୁଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ତେବେ ଅଜାଦଙ୍କ ଟାର୍ଗେଟକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ଦଳ ପକ୍ଷରୁ କୁହାଯାଇଛି ରାଜ୍ୟସଭା ଆସନ ଯିବା ପରେ ହିଁ ଆଜାଦ୍‌ଙ୍କୁ ଏଭଳି ଦିବ୍ୟଜ୍ଞାନ…
Read More...

ମୋଦିଙ୍କୁ ଆଙ୍ଗୁଠି ଧରେଇ ରାଜନୀତିକୁ ଆଣିବାର ଏତେ ବଡ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଜାଣି ନ ଥିଲି: ଶରତ ପାୱରଙ୍କ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ମନ୍ତବ୍ୟ ନେଇ ବରିଷ୍ଠ ନେତା ଶରଦ ପାୱାର ଏକ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ କହିଥିଲେ ଯେ ଶରଦ ପାୱାରଙ୍କ ଆଙ୍ଗୁଠି ଧରି ସେ ରାଜନୀତିରେ ପାଦ ଦେଇଛନ୍ତି। ଏହାର ଉତ୍ତରରେ ଶରଦ ପାୱାର କହିଛନ୍ତି ମୁଁ ଜାଣି ନଥିଲି ଯେ ଏଥିପାଇଁ ମୋତେ…
Read More...

ବିଜେପି ନାରୀ ସମ୍ମାନ କଥା କହୁଥିବା ବେଳେ ତାଙ୍କ ସାଂସଦ ମମତା ବାନାର୍ଜୀଙ୍କ ବିରୋଧରେ ଦେଲେ ଅଶାଳୀନ ମନ୍ତବ୍ୟ

ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ରାନନୈତିକ ପ୍ରତିଦ୍ୱନ୍ଦ୍ୱିତା ବଢିବାରେ ଲାଗିଛି । ଏହାମଧ୍ୟରେ ଦୁଇ ଦଳ ମଧ୍ୟରେ ବୟାନବାଜି ମଧ୍ୟ ଜୋର୍ ଧରିଛି । ଏହି କ୍ରମରେ ବିଜେପିର ସାଂସଦ ସୌମିତ୍ର ଖାନ୍ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ…
Read More...