Webportal
Browsing Category

National

ପୁରୁଷ ହକି ବିଶ୍ଵ କପ୍ ପାଇଁ ଭାରତୀୟ ଦଳ ଘୋଷିତ

ପୁରୁଷ ହକି ବିଶ୍ୱକପ୍‌ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା | ଭାରତୀୟ ଦଳର ନେତୃତ୍ୱ ନେବେ ହରମନପ୍ରୀତ ସିଂ । ଓଡ଼ିଶାର ଅମିତ ରୋହିଦାସଙ୍କୁ ଉପଅଧିନାୟକ ଦାୟିତ୍ୱ, ଅମିତ ରୋହିଦାସଙ୍କ ସହ ସଂଜୀବ ନିଲମ ଖେସ୍ ବି ଦଳରେ ସାମିଲ୍, ଜାନୁଆରୀ ୧୩ରୁ ରାଉରକେଲା ଓ ଭୁବନେଶ୍ୱରରେ ଖେଳାଯିବ ମ୍ୟାଚ୍ |
Read More...

ବିଜେପିକୁ ଖଡଗେଙ୍କ ପ୍ରଶ୍ନ; ଦେଶ ପାଇଁ ଆପଣଙ୍କ ଘର କୁକୁର ବି ଜୀବନ ଦେଇଛି କି

ସ୍ବାଧୀନତା ସଂଗ୍ରାମରେ ଆପଣଙ୍କ ଘରର କୁକୁର ବି ଜୀବନ ଦେଇଛି କି? କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିଜେପିକୁ ନେଇ ଏଭଳି ବିବାଦୀୟ ବୟାନ ଦେଇଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ, ଅନେକ କଂଗ୍ରେସ ନେତା ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନ ଦେଇଥିଲେ, କିନ୍ତୁ ବିଜେପି ଲୋକଙ୍କ ଘରୁ…
Read More...

ପାଠପଢା ନାଁରେ ଶୋଷଣ କରୁଛି ବାଇଜୁସ୍!; ସିଇଓଙ୍କୁ ସମନ ଜାରି

ଅନଲାଇନ୍ ଲର୍ଣିଂ ପ୍ଲାଟଫର୍ମ ବାଇଜୁସ୍ ର ସିଇଓଙ୍କ ବିରୋଧରେ ଶୋଷଣ ଅଭିଯୋଗ । ଏନେଇ ତାଙ୍କୁ ରାଷ୍ଟ୍ରୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନସିପିସିଆର)ଙ୍କ ପକ୍ଷରୁ ସମନ ଜାରି କରାଯାଇଛି । ଆସନ୍ତା ସପ୍ତାହରେ ହାଜର ହେବାକୁ ବାଇଜୁସ୍ ସିଇଓ ରବିନ୍ଦ୍ରନଙ୍କୁ ନୋଟିସ୍ ଦିଆଯାଇଛି । ତେବେ…
Read More...

ବିଷାକ୍ତ ମଦ ରୋକିବା ପାଇଁ ଲୋକଙ୍କୁ ଦିଆଯିବ ସ୍ୱାସ୍ଥ୍ୟକର ଦେଶୀ ମଦ: ସୁପ୍ରିମକୋର୍ଟରେ ପଞ୍ଜାବ ସରକାରଙ୍କ ବୟାନ

ବିହାରରେ ମଦ ବ୍ୟାନ ହୋଇଛି। ଏହା ସତ୍ତ୍ବେ ବିଷାକ୍ତ ମଦ ପିଇ ବିହାରର ସାରଣ ଏବଂ ସିୱାନ ଜିଲ୍ଲାରେ ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଏଭଳି ସ୍ଥିତିରେ ସୁପ୍ରିମକୋର୍ଟରେ ପଞ୍ଜାବର ଆପ୍‌ ସରକାର ମଦ ସଂପର୍କରେ ଏକ ଅଜବ ଯୁକ୍ତି ରଖିଛନ୍ତି। ଭଗୱନ୍ତ ମାନ ସରକାରଙ୍କ ପକ୍ଷରୁ…
Read More...

ନାଗରିକମାନଙ୍କର ସ୍ୱାଧୀନତା ଉପରେ ଏବେ ବି ପ୍ରଶ୍ନ ଉଠୁଛି: ଅମିତାଭ ବଚ୍ଚନ

ସାଧାରଣତଃ ରାଜନୈତିକ ବିବାଦରୁ ନିଜକୁ ସବୁବେଳେ ଦୂରେଇ ରଖିଥାଆନ୍ତି ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ। କିନ୍ତୁ କାଲି କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ଉତ୍ସବରେ ନାଗରିକର ସ୍ବାଧୀନତା ଏବଂ ଅଭିବ୍ୟକ୍ତିର ସ୍ବାଧିନତା ଉପରେ ଏକ ବିଶେଷ ମନ୍ତବ୍ୟ ଦେଇଛନ୍ତି। ବର୍ଷିୟାନ…
Read More...

ଜାନୁଆରି ୧ରୁ ସମସ୍ତଙ୍କ ପାଇଁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ମନା

ଆସନ୍ତା ଜାନୁଆରି ୧ ତାରିଖ ଠାରୁ ଶ୍ରୀମନ୍ଦିର ଭିତରକୁ କେହିବି ମୋବାଇଲ ଫୋନ୍‌ ନେଇପାରିବେ ନାହିଁ। ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଦର୍ଶକଙ୍କ ପାଇଁ ମୋବାଇଲ ଫୋନ୍‌ କଟକଣା ଥିବା ବେଳେ ଏବେ ପୁଲିସ, ସେବାୟତ ଓ କର୍ମଚାରୀଙ୍କୁ ମଧ୍ୟ ବାରଣ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ…
Read More...

କେମିତି କରିହେବ କପି ସେଥିରେ ମୁଁ ପିଏଚଡି ହାସଲ କରିଛି ; ଛାତ୍ରଙ୍କୁ ଏଭଳି କିଛି କହିଲେ ମନ୍ତ୍ରୀ

କର୍ଣ୍ଣାଟକ ମନ୍ତ୍ରୀ ଶ୍ରୀରାମୁଲୁ ବେଲାରୀରେ ଛାତ୍ରମାନଙ୍କ ସହ ଭାବବିନିମୟବେଳେ ଏଭଳି କିଛି କଥା କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ବାସ୍ତବରେ ସେ କପି ବା ନକଲ କରିବାକୁ ପ୍ରଶଂସା କରିଥିବାବେଳେ ନିଜ ସହ ଜଡିତ ଏକ ଗୁମର ବାବଦରେ କହିଛନ୍ତି | ସେ ଛାତ୍ରମାନଙ୍କୁ କହିଥିଲେ ଯେ ମୁଁ…
Read More...

ତିନି ସ୍ୱର୍ଣ୍ଣ ଜିଣି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ଅନୁଗୁଳର ପ୍ରକାଶ

ବେଙ୍ଗଲ ଆଥେଲେଟିକ ଆସୋସିଏସନ ପକ୍ଷରୁ ଦୁଗଲି ଜିଲ୍ଲାର ଚିନସୁରା ମୈଦାନରେ ମିନି ଇଣ୍ଟରନେସନାଲ ମାଷ୍ଟର ଆଥେଲେଟିକ ମିଟ ୨୨ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବାଙ୍ଗଳାଦେଶ , ଶ୍ରୀଲଙ୍କା , ନେପାଳ ଓ ଭାରତରୁ ପ୍ରାୟ ୧ ହଜାରରୁ ଅଧିକ ଖେଳାଳି ଭାଗ ନେଇଥିଲେ । ଭାରତରୁ ପ୍ରତିନିଧିତ୍ୱ କରୁଥିବା…
Read More...

ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ର ଫାଇନାଲ୍ ରେ ରାଜସ୍ଥାନ ର ଟିମ୍ ଚମ୍ପିୟାନ

ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ…
Read More...