ଅଗ୍ନିପଥ’ ବିରୋଧରେ ତୃତୀୟ ଅଭିଯୋଗପତ୍ର ଦାଖଲ ସହିତ କେନ୍ଦ୍ର ସରକାର ମଧ୍ୟ ଗଲେ ସୁପ୍ରିମକୋର୍ଟ
ନୂତନ ସେନା ନିଯୁକ୍ତି ଯୋଜନା ‘ଅଗ୍ନିପଥ’କୁ ରଦ୍ଦ କରିବାକୁ ତିନି ଜଣ ଓକିଲଙ୍କ ତରଫରୁ ସୁପ୍ରିମକୋର୍ଟରେ ତିନୋଟି ଆବେଦନ ଦାଖଲ କରାଯାଇଛି। ଅପରପକ୍ଷରେ କେନ୍ଦ୍ର ସରକାର ଏକ ଚେତାବନୀ ଦାଖଲ କରି କହିଛନ୍ତି ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହାର ପକ୍ଷ ମଧ୍ୟ ଶୁଣାଯିବା ଉଚିତ୍ । ସୋମବାର…
Read More...
Read More...