ଗଳାକାଟି ହତ୍ୟା ଘଟଣା ରେ ସମଗ୍ର ରାଜସ୍ଥାନରେ ମାସକ ପାଇଁ ଲାଗିଲା ୧୪୪ ଧାରା
ରାଜସ୍ଥାନର ଉଦୟପୁରର ମାଲଦାସ ଅଞ୍ଚଳରେ ଜନୈକ ଦର୍ଜି କହ୍ନେୟାଲାଲ ତେଲିଙ୍କୁ ଗଳାକାଟି ହତ୍ୟା ପରେ ଘଟଣାକୁ ନେଇ ଉତ୍ତେଜକ ପରିସ୍ଥିତି ଦେଖାଦେଇଛି। ଫଳରେ ରାଜସ୍ଥାନ ସରକାର ସାରା ରାଜ୍ୟରେ ମାସକ ପାଇଁ ୧୪୪ ଧାରା ଜାରି କରିଛନ୍ତି। ଏଥି ସହିତ ଏକ ସ୍ବତନ୍ତ୍ର ଅନୁଧ୍ୟାନକାରୀ ଦଳ ଗଠନ…
Read More...
Read More...