Webportal
Browsing Category

National

ମୁଁ ଜଣେ କ୍ରିମିନାଲ ନୁହେଁ, ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀ : ଅରବିନ୍ଦ କେଜ୍ରିୱାଲ

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି “ମୁଁ ଜଣେ କ୍ରିମିନାଲ ନୁହେଁ, ମୁଁ ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀ”। କେଜ୍ରିୱାଲଙ୍କ ସିଙ୍ଗାପୁର ଗସ୍ତକୁ କେନ୍ଦ୍ର ସରକାର ସ୍ଵୀକୃତି ଦେବାରେ ବିଳମ୍ବ କରିବା ଫଳରେ କିଛି ଏଭଳି ଢଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ…
Read More...

ଅଳିଆ ଠେଲାଗାଡିରୁ ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଫଟୋ ମିଳିବା ପରେ ଗଲା ସଫେଇ କର୍ମଚାରୀର ଚାକିରି

ମଥୁରା-ବୃନ୍ଦାବନ ନଗର ନିଗମ ଇଲାକାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଜଣେ ଭୁଲ କଲା ଆଉ ଜଣେ ଦଣ୍ଡ ପାଇଲା ଭଳି ଜଣେ ନିରୀହ ସଫେଇ କର୍ମଚାରୀ ର ଚାକିରୀ ପଳେଇଛି । ସୂଚନାଯୋଗ୍ୟ, ଅଳିଆ ଗୋଟାଇ ନେଉଥିବା ଠେଲାଗାଡିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ…
Read More...

ଦେଶରେ ମନଇଚ୍ଛା ଗରିଫଦାରୀକୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟ ବିଚାରପତି

ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ ବୟାନ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଦେଶରେ ଚାଲିଥିବା ମନଇଚ୍ଛା ଗିରଫଦାରୀ ଓ ଜାମିନରେ ଡେରି ହେଉଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ବି ରମନ୍ନା । ସେ କହିଛନ୍ତି କି ଦେଶରେ ରାଜନୈତିକ ଅଭିସନ୍ଧି ରଖି କରାଯାଉଥିବା…
Read More...

ଆଜି ନିଟ୍‌ ପରୀକ୍ଷା

ଆଜିଠୁ ଦେଶର ବିଭିନ୍ନ ମେଡିକାଲ୍‌ କଲେଜରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଡିଗ୍ରୀରେ ନାମଲେଖା ପାଇଁ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ୟୁଜି ପରୀକ୍ଷା ହେବ । ଚଳିତବର୍ଷ ୧୮ ଲକ୍ଷ ୭୨ ହଜାର ୩୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରେ ୧୦.୬୪ ଲକ୍ଷ…
Read More...

ଆତଙ୍କବାଦୀ ୟାସିନ୍‌ ମଲିକ୍‌ ହିଁ ଅପହରଣକାରୀ : ରୁବୈୟା ମୁଫତି

ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହ୍‌ବୁବା ମୁଫ୍‌ତିଙ୍କ ଭଉଣୀ ରୁବୈୟା ସୟିଦ୍‌ ‘ଜେକେଏଲ୍‌ଏଫ୍‌’ର ମୁଖ୍ୟ ୟାସିନ୍‌ ମଲିକ୍‌ ଏବଂ ଆଉ ୩ଜଣଙ୍କୁ ତାଙ୍କର ଅପହରଣକାରୀ ବୋଲି ଶୁକ୍ରବାର ଦିନ ଚିହ୍ନଟ କରିଛନ୍ତି। ସ୍ମରଣଯୋଗ୍ୟ, ୧୯୮୯ ମସିହା ଡିସେମ୍ବର ୮ ତାରିଖ ଦିନ ‘ଲାଲ୍‌…
Read More...

ଝିଅ ଜନ୍ମ ହେବାରୁ ଏସିଡ୍‌ ପିଆଇ ବୋହୂକୁ ହତ୍ୟା କରାଗଲା

ଆସାମ କରିମଗଞ୍ଜ ଜିଲ୍ଲାରେ ଜଣେ ମହିଳା ଝିଅ ଜନ୍ମ କରିବାରୁ ଶାଶୂଘର ଲୋକେ ତାଙ୍କୁ ଜବରଦସ୍ତ ଏସିଡ୍‌ ପିଆଇ ହତ୍ୟା କରିଛନ୍ତି। ଏହି ହତ୍ୟା ମାମଲାରେ ଶାଶୁ ଗୋପାଲଜାନ୍‌ ବିବିଙ୍କୁ ଆଜି ପୁଲିସ ଗିରଫ କରିଛି। ସେ ରତାବାରୀ ତହସିଲ ଅନ୍ତର୍ଗତ ବୈରବନଗରର ବାସିନ୍ଦା। ମୃତା ମହିଳାଙ୍କ ମାମୁଁ…
Read More...

ଘୁଷୁରୀକୁ ଖୋଜି ଆଣିବାକୁ ପୁଲିସକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋର୍ଟ ପରିସରରେ ରହୁଥିଲା ଘୁଷୁରୀ | ଆଉ କେହି ଘୁଷୁରୀକୁ ଚୋରି କରି ନେଇଯାଇଥିବାରୁ କୋର୍ଟରେ ଦାୟର ହେଲା ମାମଲା | ଆଉ ଏହା ପରେ ହାଇକୋର୍ଟ ପୁଲିସକୁ ଘୁଷୁରୀ ଖୋଜି ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି | କଲିକତା ହାଇକୋର୍ଟ ନାଦିଆ ଜିଲ୍ଲା ପୁଲିସକୁ ଏକ ଘୁଷୁରୀର ସନ୍ଧାନ କରିବାକୁ ନିର୍ଦ୍ଦେଶ…
Read More...