ଘରଭଡା ସୁଜିବା ପାଇଁ ରାଗରେ ନିଜ ଛୁଆକୁ ଛାଡିଦେଲେ ଜନ୍ମଦାତା; ପରେ ଫେରାଇଆଣିବା ପାଇଁ ଥାନାରେ ଅଭିଯୋଗ କଲେ
ଥମୁନି ଛାତିର କୋହ, ଶୁଖୁନି ଆଖିର ଲୁହ । ଛୁଆକୁ ଖୋଜି ଖୋଜି ରାହା ଧରି କାନ୍ଦି କାନ୍ଦି ଧୈର୍ଯ୍ୟହରା ହୋଇପଡ଼ୁଛନ୍ତି ମାଆ । ନିଜ ଜନ୍ମ କଲା ଝିଅକୁ ପାଇବା ପାଇଁ ସମସ୍ତଙ୍କ ଆଗରେ ହାତଯୋଡି ନେହୁରା ହେବାକୁ ପଡୁଛି । ନଅ ବର୍ଷର ଝିଅକୁ ପାଇବା ପାଇଁ ଏ ଥାନାରୁ ସେ ଥାନାକୁ ଦୌଡ଼ି ଦୌଡ଼ି ନିରାଶ…
Read More...
Read More...