ନିଜେ ଅଫିସ ନ ଆସି ପୁରୁଷଙ୍କୁ ପଠାଇବାକୁ ଆଫଗାନ ମହିଳାଙ୍କୁ ଦିଆଗଲା ନିର୍ଦ୍ଦେଶ
ତାଲିବାନ ହାତକୁ ଆଫଗାନିସ୍ତାନ ଯିବା ପରେ ସେଠାରେ ରହୁଥିବା ମହିଳାଙ୍କଠାରୁ ସେମାନଙ୍କ ସ୍ବାଧୀନତା ଛଡ଼ାଇ ନିଆଯାଇଛି। କୁଆଡେ ବାହାରିଲେ ପରିବାରର କୌଣସି ପୁରୁଷଙ୍କୁ ସାଥିରେ ନେଇଯିବା ହେଉ ବା କଲେଜରେ ମହିଳା ଓ ପୁରୁଷ ମଝିରେ ପରଦା ଟାଣିବା ହେଉ, ଏଭଳି ଅନେକ ଅଜବ ନିୟମ ଲାଗୁ କରିଛି…
Read More...
Read More...