Webportal
Browsing Category

International

ଡୋନାଲ୍‌ଡ ଟ୍ରମ୍ପ ହ୍ବାଇଟ୍ ହାଉସ୍ କାଗଜପତ୍ର ପାଇଖାନାରେ ଫ୍ଲସ୍ କରୁଥିଲେ

ଆମେରିକୀୟ ସାମ୍ବାଦିକ ମାଗି ହାବରମ୍ୟାନ ଦାବି କରିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଇଖାନାରେ ପକାଇ ଫ୍ଲସ୍ ମାରିଦେଉଥିଲେ। ସିଏନ୍‌ଏନ୍‌ ପକ୍ଷରୁ ସୋମବାର ଏ ସମ୍ପର୍କିତ ଏକ ଫଟୋ ପ୍ରକାଶ କରାଯାଇଛି, ଯେଉଁଥିରେ…
Read More...

ମହଙ୍ଗା ପାଇଁ କ’ଣ ମୋ ଛୁଆଙ୍କୁ ମାରି ପକାଇବି: ପାକିସ୍ତାନୀ ମହିଳା

ମୁଦ୍ରାସ୍ଫୀତି ଯୋଗୁଁ ପାକିସ୍ତାନରେ ବିଶେଷ କରି କରାଚୀ ନଗରୀରେ ଔଷଧ, ତେଜରାତି ଏବଂ ବିଜୁଳି ଦର ଅତ୍ୟନ୍ତ ମହଙ୍ଗା ହୋଇଯାଇଥିବାରୁ ବ୍ୟତିବ୍ୟସ୍ତ ହୋଇ ଜଣେ ମହିଳା କହିଛନ୍ତି, ମୋ ପିଲାଙ୍କୁ ଖାଇବାକୁ ଦେବି ନା, ମାରି ପକାଇବି। ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଭିଡିଓରେ…
Read More...

ଚୀନରେ ଲକ୍ ଡାଉନ୍ ପାଇଁ ଫସିଲେ ୮୦ ହଜାର ପର୍ଯ୍ୟଟକ

ପ୍ରାୟ ୧ ନିୟୁତ ଲୋକ ବସବାସ କରୁଥିବା ଚୀନ୍‌ ହାଇନାନ ପ୍ରଦେଶର ରାଜଧାନୀ ସାନ୍ୟା ନଗରୀ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଜଣାଶୁଣା। ଅନେକ ସମୟରେ ଏହାକୁ ‘ଚୀନ୍‌ର ହାୱାଇ’ ବୋଲି କୁହାଯାଏ। କୋଭିଡ୍ ସଂକ୍ରମଣ ରୋକିବା ପାଇଁ ଶନିବାର ଚୀନ୍ ସରକାର ଏହି ମହାନଗରୀକୁ ତାଲାବନ୍ଦ ଘୋଷଣା…
Read More...

ଭାରତ ପ୍ରଭାବରେ ଚୀନ୍‌ ଗୁଇନ୍ଦା ଜାହାଜକୁ ରୋକିଲା ଶ୍ରୀଲଙ୍କା

ଭାରତର ଚାପ ଯୋଗୁ ହମ୍ବନଟୋଟା ବନ୍ଦର ଅଭିମୁଖେ ଆସୁଥିବା ଚୀନ୍‌ର ଗୁଇନ୍ଦା ଜାହାଜ ୟୁଆନ ୱାଙ୍ଗ-୫କୁ ଶ୍ରୀଲଙ୍କା ସରକାର ଅଟକାଇଛନ୍ତି । ଏହି ବିଷୟରେ ଅଧିକ ଆଲୋଚନା ନ ହେବା ପର୍ଯ୍ୟନ୍ତ ଉକ୍ତ ଜାହାଜକୁ ବନ୍ଦରକୁ ନ ଆଣିବା ଲାଗି ଶ୍ରୀଲଙ୍କା ସରକାର ଚୀନ୍‌କୁ ଅନୁରୋଧ କରିଥିବା ଜଣାପଡିଛି ।…
Read More...

ଅଲକାଏଦା ନେତା ଆୟମାନ ଅଲ ଜୱାହିରି ନିହତ

ଆଫଗାନିସ୍ତାନରେ ଆମେରିକାର ଡ୍ରୋନ ଆକ୍ରମଣରେ ଅଲକାଏଦା ନେତା ଆୟମାନ ଅଲ ଜୱାହିରି ନିହତ ହୋଇଛନ୍ତି। ଆମେରିକାରେ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ସୋମବାର ଏ ସଂକ୍ରାନ୍ତରେ ଗଣମାଧ୍ୟମ ସଂସ୍ଥା ରଏଟରକୁ କହିଛନ୍ତି। ବିଶ୍ବରେ ଆତଙ୍କ ଖେଳାଇ ଆସିଥିବା ଅଲ କାଏଦା…
Read More...

ମାଣ୍ଡେଲାଙ୍କ ଦେଶରେ ମ୍ୟୁଜିକ୍‌ ଭିଡିଓ ସୁଟିଙ୍ଗ୍‌ ବେଳେ ୮ଜଣ ମଡେଲ୍‌ଙ୍କ ସହ ଦୁଷ୍କର୍ମ

ଚଳିତ ସପ୍ତାହରେ ଗୋଟାଏ ଛୋଟ ଦକ୍ଷିଣ ଆଫ୍ରିକୀୟ ନଗରୀରେ ମ୍ୟୁଜିକ୍‌ ଭିଡିଓ ସୁଟିଙ୍ଗ୍ ଚାଲିଥିବା ବେଳେ ଦଳେ ବନ୍ଧୁକଧାରୀ ବଳପୂର୍ବକ ସେଠାରେ ପ୍ରବେଶ କରି ୮ଜଣ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି। ପୁଲିସ ମନ୍ତ୍ରୀ ଭେକି ସିଲେ କହିଛନ୍ତି,…
Read More...

ଚାଇନାରେ ଘୋର ଆର୍ଥିକ ସଙ୍କଟ : ବ୍ୟାଙ୍କ ଆଗରେ ଟ୍ୟାଙ୍କ ମୁତୟନ; ଗ୍ରାହକଙ୍କ ଆକାଉଣ୍ଟ ଅଚଳ

ଚାଇନାରେ ବ୍ୟାଙ୍କ ଗୁଡ଼ିକରେ ଆର୍ଥିକ ସଙ୍କଟ ଦେଖାଇଛି । ଆଉ ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି । ବ୍ୟାଙ୍କଜନିତ ସଙ୍କଟ ଦେଇ ଗତି କରୁଥିବା ଚାଇନାରେ ଗ୍ରାହକଙ୍କ ଆକାଉଣ୍ଟ ସିଜ୍ କରିଦିଆଯାଇଛି । ଯାହା ପରେ ଲୋକେ ରାସ୍ତାରେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ସ୍ଥିତି…
Read More...

କେଜ୍ରିୱାଲଙ୍କ କହିଲେ ନିଶ୍ଚୟ ଯିବି; ସିଙ୍ଗାପୁର ଗସ୍ତକୁ ଖାରଜ କଲେ ଉପରାଜ୍ୟପାଳ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ସିଙ୍ଗାପୁର ଗସ୍ତକୁ ନେଇ ଘନେଇଛି ବିବାଦ। ତାଙ୍କର ଯାତ୍ରାର ଆବେଦନକୁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା କରିଛନ୍ତି ଖାରଜ। ଅର୍ଥାତ୍‌ ଏବେ କେଜ୍ରିୱାଲ ସିଙ୍ଗାପୁର ଯାତ୍ରା କରି ପାରିବେ ନାହିଁ। ସିଙ୍ଗାପୁରରେ ଅନୁଷ୍ଠିତ ହେଉଥିବା ଏକ…
Read More...

୨୦୨୧ରେ ୧.୬୩ ଲକ୍ଷ ଲୋକ ନିଜ ଜନ୍ମମାଟି ଭାରତ ଛାଡ଼ିଛନ୍ତି

ଭାରତର ନାଗରିକତା ଛାଡ଼ୁଥିବା ଲୋକମାନଙ୍କ ସଂଖ୍ୟା ବିଗତ କିଛି ବର୍ଷରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ୨୦୨୧ରେ ରେକର୍ଡ ୧ ଲକ୍ଷ ୬୩ ହଜାର ଲୋକ ନିଜ ଭାରତୀୟ ନାଗରିକତା ଛାଡ଼ିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ବହୁଜନ ସମାଜପାର୍ଟି ସାଂସଦ…
Read More...

ୟୁରୋପରେ ଅଗ୍ନି ବର୍ଷା! ଭାଙ୍ଗିଲା ସବୁ ରେକର୍ଡ; ୧୭୦୦ରୁ ଅଧିକ ମୃତ୍ୟୁ

ବିଶ୍ୱର ୭ ଦେଶ ସମେତ ସମଗ୍ର ୟୁରୋପ ବର୍ତ୍ତମାନ ଭୀଷଣ ଗ୍ରୀଷ୍ମ ପ୍ରବାହରେ ଜୁଝି ହେଉଛି। ବ୍ରିଟେନ ଇତିହାସରେ ପ୍ରଥମ ଥର ତାପମାତ୍ରା ୪୦ ଡିଗ୍ରୀ ଉପରେ ପହଞ୍ଚିଛି। ଏହା ପୂର୍ବରୁ ଶେଷ ଥର ସବୁଠାରୁ ଅଧିକ ତାପମାତ୍ରା ୩୯.୧ ଡିଗ୍ରୀ ସେଲ୍‌ସିୟସ ୨୦୧୯ରେ ରେକର୍ଡ କରାଯାଇଥିଲା। ରିପୋର୍ଟ…
Read More...