Webportal
Browsing Category

Current

ବରମୁଣ୍ଡା ବସଷ୍ଟାଣ୍ଡ ର ନୂଆ ରୂପ ଏମିତିକା

ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି ବରମୁଣ୍ଡା ବସଷ୍ଟାଣ୍ଡ | ଏୟାରପୋର୍ଟ ଭଳି ଚମକୁ ଥିବା ଏଇ ସ୍ଥାନଟି ହେଉଛି ବରମୁଣ୍ଡା ବସ୍‌ଷ୍ଟାଣ୍ଡ । ଯାହା ପୂରା ନୂଆ ଓ ଚମକ୍‌ଦାର ଲୁକ୍‌ରେ ଆସୁଛି । ଏଇଠୁ ସାରା ଓଡ଼ିଶାକୁ ସଂଯୋଗ କରିହେବ, ବିଶାଳ ପାର୍କିଂ ଏରିଆ, ହୋଟେଲ, ଲାଉଞ୍ଜ ଭଳି ସବୁ ସୁବିଧା…
Read More...

ଓୟୋ ହୋଟେଲ ରୁମରେ ଅଙ୍ଗନବାଡ଼ି କର୍ମୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ, ପ୍ରେମିକ ଅଟକ

ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ସ୍ଥିତ ଓୟୋ ହୋଟେଲ ରୁମରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ତାଙ୍କ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତ ଯୁବତୀ ଜଣଙ୍କ ଜଣେ ଅଙ୍ଗନବାଡ଼ି କର୍ମୀ। ତାଙ୍କ ଘର ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଞ୍ଚଳରେ।…
Read More...

ରାଜ୍ୟ ସରକାରଙ୍କ ନିୟମ ଠାରୁ ଅଲଗା ଅନୁଗୁଳ ଜିଲ୍ଲା ପ୍ରଶାସନର ନିୟମ

ଠିକ ପଢ଼ୁଛନ୍ତି ଆଜ୍ଞା । ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କୁ ଚିହ୍ନଟ କରି ସେମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରୁଛନ୍ତି। କିନ୍ତୁ ଅନୁଗୁଳ ଜିଲ୍ଲା ପ୍ରଶାସନ ନିଜସ୍ଵ ସ୍ଵୀକୃତିପ୍ରାପ୍ତ ସାମ୍ୱାଦିକ ତାଲିକା ତିଆରି କରିଛନ୍ତି। ଏ କଥା ଆମେ କହୁନାହୁଁ। ଏହା…
Read More...

ଲୋକେ ପଚାରୁଛନ୍ତି ମୋଗଲ ଶାସନ କଣ ଏମିତି ଥିଲା ନା ଏହାଠାରୁ ଆହୁରି ଖରାପ ଥିଲା
Read More...

ଆଦିବାସୀମାନଙ୍କୁ ଧର୍ମାନ୍ତରୀକରଣ ପାଇଁ ନେଇ ଯାଉଥିବା ଯାତ୍ରୀବାହୀ ବସ ଅଟକ

ମୟୂରଭଞ୍ଜ ଜିଲ୍ଲାରେ ନିରୀହ ଆଦିବାସୀମାନଙ୍କୁ ଧର୍ମାନ୍ତରୀକରଣ ପାଇଁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସକୁ ଅଟକ ରଖାଯାଇଛି | ସୂଚନା ଅନୁଯାୟୀ ଆଜି ସକାଳୁ ବଡଖମଣ, ବହୁବନ୍ଧ, ଭୀମତାଳି ଏବଂ ବଡସିଙ୍ଗାରିଆ ପଞ୍ଚାୟତର ୬୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ପଠାଯାଉଥିବା…
Read More...

ଅଧ୍ୟକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ଅଧ୍ୟାପିକା ମାନଙ୍କ ବିରୁଦ୍ଧରେ ଛାତ୍ରଛାତ୍ରୀ ଆଣିଲେ ଅଭିଯୋଗ

ଯେଉଁ ଅଧ୍ୟାପିକା ମାନେ ଅଧ୍ୟକ୍ଷଙ୍କ ନାମରେ ଅଭିଯୋଗ କରିଛନ୍ତି ସେମାନେ ଠିକ୍ ସେ ଡିୟୁଟି କରନ୍ତି ନାହିଁକି ଠିକ୍‌ଠାକ୍ ପାଠ ପଢାନ୍ତି ନାହିଁ। ତେବେ ଅଧ୍ୟକ୍ଷ ଏନେଇ ବିରକ୍ତ ହେବାରୁ। ତାଙ୍କ ନାମରେ ମଥ୍ୟା ଅଭିଯୋଗ ଆଣିଛନ୍ତି ଅଧ୍ୟାପିକା ମାନେ। ବାରିପଦା ଏମ୍‌ପିସି ଜୁନିୟର କଲେଜର…
Read More...

ମୁଁ ଖୁସି,ଡିଉଟି ଠିକରେ ନ କରିବାରୁ ମୋର ଚାହୁଁଥିବା ବଦଳି ହେବ: ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ

ଏପରି ବେପରୁଆ ମନୋଭାବ ପୋଷଣ କରୁଥିବା ଅଧିକାରୀଙ୍କୁ ନିଲମ୍ବନ କରିବାର ଆବଶ୍ୟକତା ରହିଛି। ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ! ଏହି ଉକ୍ତି ବର୍ତମାନର ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ପାଇଁ ଫିଟ ବସୁଛି। ଜିଲ୍ଲାର କର୍ତବ୍ୟରତ ସାମ୍ବାଦିକଙ୍କୁ ସୁଚନା…
Read More...

ଗଣମାଧ୍ୟମକୁ ସୂଚନା ଦେବାକୁ ଅନୁଗୁଳ ଜିଲ୍ଲାପାଳଙ୍କ ଅନୁମତି ନାହିଁ: ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ

ଆପଣ ଠିକ ପଢ଼ୁଛନ୍ତି। ପୂର୍ବରୁ କିଛି ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଡେପୁଟି କଲେକ୍ଟର ଓ ଉପଜିଲ୍ଲାପାଳଙ୍କ ଆଦେଶ ଅଛି କହି କେବଳ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମାନଙ୍କୁ ଖବର ସମ୍ପର୍କିତ ସୂଚନା ଦେଇ ଚୁପ ବସି ଯାଉଥିଲେ। ଅନେକ ଗଣମାଧ୍ୟମ ସଂସ୍ଥା ଏବଂ ତାଙ୍କର ପ୍ରତିନିଧି କିଛି ସୁଚନା ନ…
Read More...

କଟକରେ ନକଲି ମନ୍ତ୍ରୀ ଗିରଫ

କଟକରେ ନକଲି ମନ୍ତ୍ରୀ ଗିରଫ।ମନ୍ତ୍ରୀଙ୍କ କଣ୍ଠସ୍ବର ନକଲ କରି ୧୦ ଲକ୍ଷ ଟଙ୍କାର ଠକେଇ।କୃଷି ମନ୍ତ୍ରୀ ରଣେନ୍ଦ୍ରଙ୍କ ସ୍ବରରେ ଚାନ୍ଦା ମାଗିବା ଅଭିଯୋଗ।କିନ୍ନର ସୁଲଗ୍ନା ଓରଫ ସୌମ୍ୟରଞ୍ଜନ ପ୍ରଧାନ ଗିରଫ।ସୁଲଗ୍ନାକୁ ଗିରଫ କଲା କଟକ ସାଇବର ଥାନା ପୋଲିସ।କଟକର ଘରୋଇ ହସ୍ପିଟାଲ ମାଲିକଙ୍କଠୁ…
Read More...

ଭୁବନେଶ୍ବରରେ ଅକ୍ଟୋବର ୨୫ ଅପରାହ୍ନ ୩ଟାରୁ ମା’ ଦୁର୍ଗାଙ୍କ ଭସାଣ ଯାତ୍ରା

ଭୁବନେଶ୍ବରରେ ଅକ୍ଟୋବର ୨୫ ଅପରାହ୍ନ ୩ଟାରୁ ମା’ ଦୁର୍ଗାଙ୍କ ଭସାଣ ଯାତ୍ରା। ଟ୍ରାଫିକ୍‌ ନେଇ ଗାଇଡଲାଇନ୍‌ ଜାରି କଲା କମିସନରେଟ୍‌ ପୁଲିସ।ଗାଇଡଲାଇନ୍‌ ଅନୁସାରେ ବୁଧବାର ଅପରାହ୍ନ ୩ଟାରୁ ଭସାଣ ଯାତ୍ରା ଆରମ୍ଭ ହେବ। ଏଥି ପାଇଁ ରାତି ୧ଟା କିମ୍ବା ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ…
Read More...