Webportal
Browsing Category

Current

ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି, ପିଠା

ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି, ପିଠା।ବିଡ଼ିଆ ପାନରେ ବ୍ୟବହୃତ ହେବ ଗୁଆ।ଖେଚୁଡ଼ି ଭୋଗ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବା ଲାଗି ଯୋଜନା।ଖେଚୁଡ଼ି ସହିତ କିଛି ଚାଉଳରୁ ପିଠା ଓ ଝୋଟିପାଇଁ ଚିତାପିଠଉ ପ୍ରସ୍ତୁତ କରାଯିବ।ସଂଗୃହୀତ ଗୁଆ ଶ୍ରୀଜିଉମାନଙ୍କ ପାଇଁ ପ୍ରସ୍ତୁତ ବିଡ଼ିଆପାନରେ…
Read More...

,ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ୍, ୨ ଜଣଙ୍କ ମୃତ୍ୟୁ

ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ୍, ୨ ଜଣଙ୍କ ମୃତ୍ୟୁ।ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଘଟଣା ସ୍ଥଳରେ ଦୁଇ ଜଣ…
Read More...

ନାଟ୍ୟମ ପକ୍ଷରୁ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ମଞ୍ଚସ୍ଥ

ପୁରୀ ରେ ଶ୍ରୀ ଜଗନ୍ନାଥ ଙ୍କ ପରିକ୍ରମା ପରକଳ୍ପ ର ଭବ୍ୟ ଲୋକାର୍ପଣ ସମାରୋହ ଅବସରରେ ଅନୁଗୁଳ ରେ ଶ୍ରୀ ଜଗନ୍ନାଥ ତତ୍ତ୍ଵ ଆଧାରିତ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ମଞ୍ଚସ୍ଥ ହୋଇଯାଇଛି।ଏହି ସମାରୋହକୁ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଉଦ୍ଘାଟନ କରି ଜଗନ୍ନାଥ ଦର୍ଶନ ଓ…
Read More...

ପାନୀୟ ଜଳ ସମସ୍ୟା ନେଇ ପଞ୍ଚାୟତ ଅଫିସ୍ ଆଗରେ ଧାରଣାରେ ବସିଲେ ମହିଳା 

ପାଣି ଟୋପାଏ ପାଇଁ ଡହଳ ବିକଳ କନ୍ୟାବେଡ଼ା ଗ୍ରାମବାସି ।ଅଭିଯୋଗ କଲେ ଶୁଣୁ ନାହାନ୍ତି ବିଡ଼ିଓ ବିଭାଗୀୟ ଅଧିକାରୀ।ବିଧାୟକଙ୍କୁ କହିଥିଲୁ ଆମେ ତମକୁ ସମସ୍ତେ ଏକ ମତହେଇ ଖୁସିରେ ଭୋଟ ଦେବୁ, ହେଲେ ଆମକୁ ଖାଲି ପାଣି ସୁବିଧା ଟିକେ କରେଇ ଦିଅ।ବିଧାୟକ ହଁ ମାରିଦେଇ ଚାଲିଗଲେ, ହେଲେ ଆଉ…
Read More...

୧୧ ଶହ ଆଦିବାସୀଙ୍କ ନାଁରେ ୱାରେଣ୍ଟ

୧୧ ଶହ ଆଦିବାସୀଙ୍କ ନାଁରେ ୱାରେଣ୍ଟ। ଗିରଫ ଆଶଙ୍କାରେ ଗାଁ ଗାଁରେ କୋକୁଆ ଭୟ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ। ଚାଷୀମୂଲିଆ ଆଦିବାସୀ ସଙ୍ଘର ଆଦିବାସୀ କର୍ମକର୍ତ୍ତାଙ୍କ ନାଁରେ ୱାରେଣ୍ଟ ଜାରି ହୋଇଛି। ଗତ ସପ୍ତାହରେ ସଂଘର କିଛି କର୍ମକର୍ତ୍ତାଙ୍କୁ ଗିରଫ…
Read More...

୨୮ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ନାଟ୍ୟମ ନାଟ୍ୟ ମେଳା ଆସନ୍ତା ୧୮ରୁ

୨୮ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ନାଟ୍ୟମ ନାଟ୍ୟ ମେଳା ଆସନ୍ତା ୧୮ରୁ।ଆସନ୍ତା କାଲି ସବୁ ଜିଲ୍ଲା ସହିତ ଅନୁଗୁଳରେ ମଧ୍ୟ ପରିକ୍ରମା ପ୍ରକଳ୍ପ ଜନିତ ନାଟକ ମଞ୍ଚସ୍ଥ ହେବ।ଆସନ୍ତା ୧୮ ତାରିଖରୁ ୨୧ ତାରିଖ ଯାଏ ସ୍ଥାନୀୟ ସଭାଘର ଠାରେ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ନାଟ୍ୟମ୍ନାଟ୍ୟ ମେଳା…
Read More...

ସାତକୋଶିଆ ରେ ସେଶହୋଇଛି କୁମ୍ଭୀର ଓ ପକ୍ଷୀ ଗଣନା

ସାତକୋଶିଆ ରେ ସେଶହୋଇଛି କୁମ୍ଭୀର ଓ ପକ୍ଷୀ ଗଣନା।ସାତକୋଶିଆ ଗଣ୍ଡରେ ୯୭ ଟି ମଗର, ୧୪ ଟି ଘଡିଆଳ, ୮୧ ପ୍ରଜାତିର ପକ୍ଷୀ । ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡରେ କୁମ୍ଭୀର ଓ ପକ୍ଷୀ ଗଣନା ଶେଷ ହୋଇଛି । ଚଳିତ ବର୍ଷ ସାତକୋଶିଆ ଗଣ୍ଡରେ ଉଭୟ ମଗର ଓ ଘଡିଆଳ କୁମ୍ଭୀରଙ୍କ ସଂଖ୍ଯା ବୃଦ୍ଧି ପାଇଥିବା…
Read More...

ବ୍ଲାଙ୍କେଟରେ ସମ୍ପୂର୍ଣ୍ଣ ପୁରୀ ସହର

ପରିକ୍ରମା ପ୍ରକଳ୍ପ ପାଇଁ ସୁରକ୍ଷା ବ୍ଲାଙ୍କେଟରେ ସମ୍ପୂର୍ଣ୍ଣ ପୁରୀ ସହର । ପୁରୀରେ ସୁରକ୍ଷା ନେଇ ସ୍ଥିତି ଅନୁଧ୍ୟାନ ପରେ ଏହା କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ । ୧୭ ତାରିଖ ଲୋକାର୍ପଣ ଉସବ ଦିନ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଛି । ପୁରୀରେ ପର୍ଯ୍ୟାପ୍ତ…
Read More...

ଦାଦାବଟି ମାଗୁଥିବା ଦୁର୍ଦ୍ଦାନ୍ତ ଛବି ଗିରଫ

ବାଲିଘାଟ ଅଞ୍ଚଳରେ ଗୁଣ୍ଡା ସାଜି ଦାଦାବଟି ମାଗୁଥିବା ଛବିନ୍ଦ୍ର ଲେଙ୍କା ଓରଫ ଛବିଙ୍କୁ ଗିରଫ କରିଛି ବାରଙ୍ଗ ଥାନା ପୋଲିସ । ରବିବାର ରାତିରେ ଛବି ନରଣପୁର ବାଲିଘାଟ ଅଞ୍ଚଳରେ ପ୍ରକାଶ ଚନ୍ଦ୍ର ତରାଇଙ୍କ ଠାରୁ ଡରାଇ ଧମକାଇ ଦୁଇ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା ପରେ ଆତଙ୍କିତ ପ୍ରକାଶ ଛବିକୁ…
Read More...

ଅନୁଗୁଳ ଜିଲ୍ଲା ମହୋତ୍ସବର ପ୍ରଥମ ଦିନରେ ଦର୍ଶକ ମରୁଡି: ସାଂସଦ କହିଲେ ଯୋଗାଯୋଗର ଅଭାବ ; ବିଧାୟକ ତାଲି ପକାଇଲେ

ତିନି ଦିନିଆ ଅନୁଗୁଳ ଜିଲ୍ଲା ମହୋତ୍ସବ ଶୁକ୍ରବାର ଆରମ୍ଭ ହୋଇଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଉଦଘାଟନୀ ଦିବସରେ ପ୍ରଚୁର ଭିଡ ହେବାର ଆଶା ଥିଲେ। କିନ୍ତୁ ହେଲା ଏହାର ଓଲଟା। ଲାଗିଲା ଯେମିତି କମରୁ କମ ଦେଖଣାହାରୀ ମଧ୍ୟ ନ ଆସିବାରୁ ଆୟୋଜନ ସ୍ଥଳ କ୍ରୋଧିତ ଅଛି। ଆସିଥିବା ବୁଦ୍ଧିଜୀବୀ କହିଲେ…
Read More...