Webportal
Browsing Category

Current

ଚତୁର୍ଥ କପିଳାସ ମହୋତ୍ସବରେ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ ରେ ସମ୍ମାନିତ ହେଲେ କଳିଙ୍ଗ ଟିଭିର ବରିଷ୍ଠ ସାମ୍ବାଦିକ ମାନସ…

ଢେଙ୍କାନାଳର ଗୋପବନ୍ଧୁ ଟାଉନ ହଲ ଠାରେ ରାଜ୍ୟସ୍ତରୀୟ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ ଉତ୍ସବ ରେ ଅନୁଗୋଳ କଳିଙ୍ଗ ଟିଭିର ସିନିୟର ରିପୋର୍ଟର ମାନସ ମିଶ୍ରଙ୍କୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନରେ ସମ୍ମାନିତ । ଢେଙ୍କାନାଳ ର ସାଂସ୍କୃତିକ ଅନୁଷ୍ଠାନ ମାଇକ୍ରୋମିଡ଼ିଆ ଆୱାରନେସ ପକ୍ଷରୁ ଆୟୋଜିତ…
Read More...

ପ୍ରଜାପିତା ବ୍ରହ୍ମା କୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଧର୍ମେନ୍ଦ୍ର…

ଅନୁଗୁଳ ସହରର ସଭାଘରଠାରେ ରବିବାର ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ମାତୃଭାଷାରେ…
Read More...

ଦାବି ପୂରଣ ପାଇଁ ଆନ୍ଦୋଳନ; ୧୭ ଗିରଫ

ଅନୁଗୁଳ ସଦର ଥାନା ନତଡ଼ା ଗ୍ରାମବାସୀମାନେ ନିଯୁକ୍ତି ଓ ଥଇଥାନ ଦାବିରେ ବଳରାମ କୋଇଲା ଖଣିର ୯ ଓ ୧୦ ନମ୍ବର ରେଲୱେ ସାଇଡିଂ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ଏକ ଟ୍ରେନ୍ ଅଟକାଇଥିବା ବେଳେ ପୁଲିସ ୧୭ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ , ଗ୍ରାମବାସୀ…
Read More...

ଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ର ଜାତୀୟ ପ୍ରେସ ଦିବସ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମହାସଂଘର ସଭାପତି ଶଶାଙ୍କ ଶେଖର ସାମଲଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ସଫଳତା ଦିଗରେ ବିଚାରବିମର୍ଶ ଅନୁଷ୍ଠିତ ହୋଇଯାଇଅଛି । ମହାସଂଘର ସଦସ୍ୟ ମାନଙ୍କ ଦ୍ୱାରା…
Read More...

ଓଡ଼ିଶା ହିନ୍ଦୁ ପ୍ରଜା ସମିତିର ପ୍ରଶ୍ନ; ଭବ୍ୟ ରାମମନ୍ଦିର ହୋଇପାରିଲା ଅଥଚ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ନ୍ୟାୟ ମିଳିଲା…

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଗୋତମରାଠାରେ ଓଡିଶା ହିନ୍ଦୁ ପ୍ରଜା ସମିତି ଆନୁକୁଲ୍ୟରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ହିନ୍ଦୁ ପ୍ରଜା ସମିତି ରାଜ୍ୟ ସଭାପତି ଜନନେତା ଇଂ . ଦେବାଶିଷ ହୋତା ଉପସ୍ଥିତ ହୋଇ ଆଜି ଭାରତରେ ଭବ୍ୟ ରାମମନ୍ଦିର ହୋଇପାରିଲା ଅଥଚ…
Read More...

ଅନୁଗୁଳ ଜିଲ୍ଲା ତାଳଚେରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଡାକ୍ତର ଜଣଙ୍କ ଏକ ଘରୋଇ କ୍ଲିନିକର ଡାକ୍ତର ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ତାଳଚେର ଅଞ୍ଚଳର ଏକ ଦମ୍ପତ୍ତି ତାଙ୍କ ୧୩ ବର୍ଷୀୟ ଝିଅର…
Read More...

ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର ୫୦ ବର୍ଷ ଓ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

• ଦାୟିତ୍ୱ ନେବା ବହୁତ ବଡ଼ କଥା ନୁହେଁ , ଛୋଟ ଛୋଟ କଥାରେ ମଧ୍ୟ ଦାୟିତ୍ୱର କଥା ରହିଛି • ଲାଇଟ୍ ଓ ପଙ୍ଖା ବନ୍ଦ କରି ବିଦ୍ୟୁତ ଅପଚୟକୁ ରୋକିଲେ ଅନେକ ଲୋକଙ୍କ ଅଧିକାର ସୁରକ୍ଷିତ ହୁଏ • ପାଣି ଟ୍ୟାପ୍ ବନ୍ଦ କରି ଜଳ ସଂରକ୍ଷଣର ଦାୟିତ୍ୱ ନେଲେ ହିଁ ଅଧିକାର ସୁରକ୍ଷିତ ହୁଏ • ୨୦୩୬ ଓ…
Read More...

ଦୁର୍ଘଟଣାରେ ଯୁବ ୱାଚରଙ୍କ ମୃତୁ

ଅନୁଗୁଳ ସାତକୋଶିଆ କମ୍ଫାସର ରେଞ୍ଜ ତରଭା ନିକଟରେ ଗାଡ଼ି ଧକ୍କାରେ ଜଣେ ୱାଚରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣା ରୁ ପ୍ରକାଶଯେ ସାତକୋଶିଆ ଟିକରପଡା ଅଞ୍ଚଳର ଗୋପାଳପୁର ଗ୍ରାମର ସମ୍ବିତ ଦାସ୍ ଗତ ଦୁଇମାସ ହେଲା କମ୍ପାସର ରେଞ୍ଜରେ ୱାଚର ଭାବେ କାର୍ଯ୍ୟ କରିଆସୁଥିଲେ । କାଲି ରାତିରେ…
Read More...

ଅଧିଷ୍ଠାତ୍ରୀ ମା ଲୋଭ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ପାଳିତ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଲୋଭୀ ଠାକୁରାଣୀଙ୍କ ବାର୍ଷିକଙ୍କ ଯାତ୍ରା ଆରମ୍ବ ହୋଇଛି। ପ୍ରତେକ ବର୍ଷ କାର୍ତ୍ତିକ ପୂର୍ଣିମା ତିଥି ରେ ମାଙ୍କ ପୂଜାର୍ଚନା ହୋଇଥାଏ କିନ୍ତୁ ଏବର୍ଷ ଚନ୍ଦ୍ର ଗ୍ରହଣ ପଡୁ ଥିବାରୁ ଗୋଟିଏ ଦିନ…
Read More...

ଖଡଗପ୍ରସାଦ ଗ୍ରାମରେ ୭ମ ବୋଇତ ବନ୍ଦାଣ ଉତ୍ସବରେ ପାଳିତ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଖଡଗପ୍ରସାଦ ଗ୍ରାମରେ ବୋଇତ ବନ୍ଦାଣ ଉତ୍ସବରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରୀତିନୀତି ଅନୁଯାଈ ପ୍ରଥମେ ବ୍ରାହ୍ମଣୀ ନଦୀ କୂଳରେ ସାଧବ ପୁଅ ମାନଙ୍କୁ ସାଧବାଣୀ ମାନେ ବନ୍ଦାପନା କରିଥିଲେ ଏବଂ ସାଧବ ପୁଅ ମାନେ ବୋଇତ ରେ ବିଦେଶ କୁ ଯାତ୍ରା…
Read More...