Webportal
Browsing Category

Current

ଫୁଟବଲ କପ ଆରମ୍ଭ

ଅନୁଗୋଳ ପୌରପାଳିକା ଅନ୍ତର୍ଗତ ହେମସୁରପଡା ଶିବା ପଡିଆ ଠାରେ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଦ୍ୱାରା ଆୟୋଜିତ ୧୧ ତମ ଫୁଟବଲ କପ – ୨୦୨୨ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗ ଦେଇ ଫୁଟବଲ କପ ଉଦଘାଟନ କରିଥିଲେ।…
Read More...

ତାଳଚେର ମେଡିକାଲ କଲେଜରେ ରୋଗୀସେବା ଜାନୁଆରୀ ସୁଦ୍ଧା ଆରମ୍ଭ ହେବାର ବଢିଲା ଆଶା ; ମନ୍ତ୍ରୀଙ୍କ ମନ୍ତବ୍ୟ ପରେ…

ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ଏକ ପ୍ରକାର ଅନିଶ୍ଚିତତା ଭିତର ଦେଇ ଗତି କରୁଛି । ଏହି ପ୍ରସଙ୍ଗରେ କାଲି ତାଳଚେର ମେଡିକାଲ କଲେଜର କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ମଣ୍ଡଳୀ ଅନୁଗୁଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମେଡିକାଲ କଲେଜ ନେଇ ଆଲୋଚନା କରିଛନ୍ତି ।…
Read More...

କଣ୍ଟ ପରେ କଣ୍ଟ; ଏବେ କୁହାଗଲା୨୦୨୫-୨୬ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ମେଡ଼ିକାଲ କଲେଜ

ଅନୁଗୁଳ ଜିଲ୍ଲା ତାଳଚେର ଠାରେ ହେବାକୁ ଥିବା ମେଡ଼ିକାଲ କଲେଜ ୨୦୨୫-୨୬ ମସିହା ପୂର୍ବରୁ କାର୍ଯ୍ୟକ୍ଷମ ହେଉ ନାହିଁ । ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତରରୁ ଏ କଥା ଏକ ସ୍ପଷ୍ଟ ହୋଇଛି । ଚାଲିଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ବେଳେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ପ୍ରଶ୍ନର ଉତ୍ତରରେ…
Read More...

ତାଳଚେର; ଲୋକଙ୍କ ନିଦ ହଜେଇଦେଇଛି ହୋଲ୍ଡିଂଟ୍ୟାକ୍ସ୍ 

ଚିନ୍ତାରେ ତାଳଚେରବାସୀ । ତାଳଚେର ମ୍ୟୁନିସିପାଲିଟି ପକ୍ଷରୁ ଆଦାୟ ହେଉଥିବା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ବଢୁଛି ଚିନ୍ତା । ଇତି ମଧ୍ୟରେ ପ୍ରାୟ ୧୦ଗୁଣା ବଢିସାରିଛି ହୋଲ୍ଡିଂ ଟ୍ୟାକ୍ସ । ଅଭିଯୋଗ ହେଉଛି ଯେ, ଟ୍ୟାକ୍ସ ଆଦାୟ କ୍ଷେତ୍ରରେ ମୁନିସିପାଲ ଆକ୍ଟକୁ ଖିଲାପ କରୁଛି ତାଳଚେର…
Read More...

ପାଉଁଶ ଉଡିବାକୁ ନେଇ ଅନୁଗୋଳ ପ୍ରଦୂଷଣ ବିଭାଗ କାର୍ଯ୍ୟାଳୟ ଦ୍ୱାରସ୍ଥ ଗ୍ରାମବାସୀ

ଏନଟିପିସି ଥାନା ଆମ୍ବପାଳ ଗ୍ରାମରେ Ntpc ଓ jitpl ର ପାଉଁଶ ବୋଝେଇ ଗାଡ଼ି ଗୁଡ଼ିକ ଦିନ ରାତି ରାସ୍ତା କଡ଼ରେ ମନା କରିବା ସତ୍ତ୍ଵେ କମ୍ପାନୀ କର୍ତ୍ତୃପକ୍ଷ କର୍ଣ୍ଣପାତ ନ କରି ରାସ୍ତା କଡ଼ରେ ପାଉଁଶ ଗଦାଇବା ଫଳରେ ଲୋକ ମାନଙ୍କର ଯିବା ଆସିବାରେ ବହୁତ ଆସବିଧା ହେଉଛି , ଏପରିକି ଦୁର୍ଘଟଣା…
Read More...

ବିଦ୍ୟୁତ ଖୁଣ୍ଟ ପୋତିବା ବେଳେ ଅଘଟଣ ଘଟି ୪ ଗୁରୁତର

ଅନୁଗୁଳ ସହର ମାଟିଆସାହି ଠାରେ ଏଲଟି ଲାଇନ କାମ ଚାଲିଥିବା ବେଳେ ଅଘଟଣ ଘଟିଛି । ବିଦ୍ୟୁତ ଝଟକାରେ ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନେ ହେଲେ, ଅନୀଲ ଟୁଡୁ, ମନୋଜ ଟୁଡୁ, ବାହାସନ ଟୁଡୁ ଓ ବିଶାଲ ହାସ୍ଦା । ସମସ୍ତଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ,…
Read More...

ଭାଲୁ ଆକ୍ରମଣରେ ଚାଷୀ ମୃତ

ଅନୁଗୁଳ ଜିଲ୍ଲା ସମଲ ବ୍ୟାରେଜ ଥାନା ଅଞ୍ଚଳ ବୁଲାଝର ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ହେଲେ ୫୪ ବର୍ଷୀୟ ଜୟ ସାହୁ । ସୂଚନା ଅନୁସାରେ , ସୋମବାର ଅପରାହ୍ନ ସାଢେ ୩ଟା ବେଳେ ଜୟ ଘର ପାଖ ବିଲରେ କାମ କରୁଥିଲେ। ଏହି ସମୟରେ ବିଲ ପାଖକୁ ମାଙ୍କଡ଼ ପଲ ଆସିଥିଲେ…
Read More...

ଆପର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ଆମ୍ ଆଦ୍‌ମୀ ପାର୍ଟି ଅନୁଗୁଳ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆବାହାଳ ନିଶିକାନ୍ତ ମହାପାତ୍ର ବୈଠକରେ ଯୋଗ ଦେଇ କର୍ମକର୍ତ୍ତାଙ୍କ କାର୍ଯ୍ୟର ମୂଲ୍ୟାୟନ କରିଛନ୍ତି । ତୃଣମୂଳ ସ୍ତରରେ ସଙ୍ଗଠନ ଗଠିବା ସହ…
Read More...

ମହିଳା ମାନଙ୍କ ସଂଘ କୁ ଆସୁଥିବା ଅର୍ଥରାଶି ହେରଫେର ହୋଇଥିବା ନେଇ ଜିଲାପାଳଙ୍କୁ ଅଭିଯୋଗ

ଅନୁଗୁଳ ବ୍ଲକ ଅନ୍ତର୍ଗତ ବଲଙ୍ଗ ପଞ୍ଚାୟତର ମହିଳା ମାନେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ମହିଳା ମାନେ ସରକାରଙ୍କ ପକ୍ଷରୁ ସଂଘ ମାନଙ୍କୁ ଆସୁଥିବା ଅର୍ଥରାଶି ହେରଫେର ହୋଇଥିବା  ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ବଲଙ୍ଗ ପଞ୍ଚାୟତର ସଂଘ…
Read More...