Webportal
Browsing Category

Current

ଏନସିପି ର ବିଜେପି ସହ ମିଶି ନାଗାଲାଣ୍ଡରେ ସରକାର ଗଠନକୁ ନେଇ ଶିବସେନା ନେତା ସଞ୍ଜୟ ରାଉତଙ୍କ ସଫେଇ

ନାଗାଲାଣ୍ଡରେ ଶରଦ ପାୱାରଙ୍କ ଏନସିପି ସରକାରରେ ସାମିଲ ହୋଇଛି । ଏହା ପରେ ସେଠାରେ କୌଣସି ବିରୋଧୀ ଦଳ ନାହାନ୍ତି । ବିଜେପି ଏବଂ ଏନଡିପିପିର ମେଣ୍ଟ ସରକାରରେ ଶରଦ ପାୱାରଙ୍କ ଏନସିପି ମଧ୍ୟ ସହଯୋଗ ଘୋଷଣା କରିଛି । ନାଗାଲାଣ୍ଡରେ ବିରୋଧୀଙ୍କୁ ମିଳିଥିବା ସର୍ବାଧିକ ଆସନରୁ ଏନସିପି ପାଖରେ…
Read More...

କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ଅଚଳ: ବିଜେଡି କହିଲା ଅସମ୍ଭବ

ବିଧାନସଭା ଅଚଳ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଭୟ କଂଗ୍ରେସ ଓ ବିଜେଡି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ନବ ଦାସ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଗୃହ ବିଭଗ ଦାୟିତ୍ୱରେ ଥିବାରୁ ସେ ଉତ୍ତରଦାୟୀ। ବିଜେଡି ସରକାରରୁ ଇସ୍ତଫା ଦେଉ ବୋଲି ଆମେ କହୁ ନାହୁଁ।…
Read More...

ଦେଶର ୧୪୭ ଜିଲ୍ଲାକୁ ରହିଛି ଭୂକମ୍ପ ବିପଦ

ଇସ୍ରୋ ପକ୍ଷରୁ ଭୂକମ୍ପ ଜୋନରେ ଥିବା ଦେଶର ସମ୍ବେଦନଶୀଳ ୧୪୭ଟି ଜିଲ୍ଲାର ତାଲିକା ପ୍ରସ୍ତୁତ କରାଯାଇଛି । ଉତ୍ତରାଖଣ୍ଡର ସମସ୍ତ ୧୩ ଜିଲ୍ଲାକୁ ଭୂକମ୍ପ ଭୟ (earthquake fear) । ପାହାଡ଼ି ଜିଲ୍ଲା ରୁଦ୍ରପ୍ରୟାଗ ଏବଂ ଟହରିକୁ ସବୁଠୁ ଅଧିକ ବିପଦ । ଇସ୍ରୋର ଲ୍ୟାଣ୍ଡସ୍ଲାଇଡ୍‌ ଆଟଲାସ…
Read More...

ପୁରୀ ମରିଚିକୋଟ ଲକ୍ଷ୍ମୀ ମାର୍କେଟ କ‌ମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ

ପୁରୀ ଟାଉନ୍‌ ଥାନା ମରିଚିକୋଟ ଛକ ନିକଟ ଲକ୍ଷ୍ମୀ ମାର୍କେଟ କ‌ମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ। ଆଜି ସନ୍ଧ୍ୟା ସମୟରେ ଏହି ଭୟାବହ ଅଗ୍ନିକାଣ୍ଡଦେଖିବାକୁ ମିଳିଛି। ମାର୍କେଟ ପରିସରରେ ନିଆଁ ଲାଗିବା କାରଣରୁ ଅନେକଗୁଡ଼ିଏ ଦୋକାନକୁ କ୍ଷତିଗ୍ରସ୍ତ ହୋଇଛି। ନିଆଁର ସଂସ୍ପର୍ଶରେ ଆସି…
Read More...

ପୂର୍ବତନ ସରପଞ୍ଚଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଅନୁଗୁଳ ଜିଲ୍ଲା କିଶୋନଗର ବ୍ଲକ କଣ୍ଟେଇକୁଳିଆ ପଞ୍ଚାୟତ ର ପୂର୍ବତନ ସରପଞ୍ଚ କୁମୁଦିନୀ ପ୍ରଧାନ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ପୂର୍ବତନ ସରପଞ୍ଚଙ୍କ ଅଭିଯୋଗ ଯେ, ପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକରେ CFC ଏବଂ SFC ଅନୁଦାନରେ ପ୍ରକଳ୍ପ ଗୁଡ଼ିକ…
Read More...

ହାଇକୋର୍ଟଙ୍କ ରାୟ :ଅନୁଗୁଳ ଜିଲ୍ଲାପାଳଙ୍କ ସହିତ ଦୁଇ ଅଧିକାରୀଙ୍କ ଦରମା ବନ୍ଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କ୍ଷତିପୂରଣ ନ ଦେବା ଯାଏ ଅନୁଗୁଳ ଜିଲ୍ଲାପାଳଙ୍କ ସହିତ ଦୁଇ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ । ଜଳସେଚନ ପ୍ରକଳ୍ପ ପାଇଁ ୬୦ ବର୍ଷ ତଳେ ଜମି ହରାଇଥିଲେ ୧୮୮…
Read More...

ଡାକ୍ତରୀମାଇନା ପାଇଁ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ୧୨ ଘଣ୍ଟା ଧରି ଡାକ୍ତରଖାନାରୁ ଡାକ୍ତରଖାନା ବୁଲାଇଲା ପୁଲିସ୍

ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀମାଇନା ପାଇଁ ପୁଲିସ ମହିଳା ଜଣକୁ ଗାଡ଼ିରେ ବସାଇ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ହେବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଦୁଷ୍କର୍ମ ପୀଡିତା ମହିଳାଙ୍କୁ ଧରି ପୁଲିସ ନିର୍ଦ୍ଦିଷ୍ଟ ଡାକ୍ତରଖାନାକୁ ନଯାଇ ଏପଟ ସେପଟ ହେବା କେତେଦୂର ଯଥାର୍ଥ…
Read More...

ମୋଦିଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀ:ଟ୍ୱିଟର ଓ ୟୁଟ୍ୟୁବକୁ ଲିଙ୍କ ହଟାଇବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୨୦୦୨ ମସିହା ଗୁଜରାଟ ଦଙ୍ଗା ଉପରେ ବିବିସି ତିଆରି କରିଥିବା ବିବାଦୀୟ ଡକ୍ୟୁମେଣ୍ଟାରୀକୁ ନେଇ ଭାରତରେ ହଇଚଇ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ବିବିସି ଡକ୍ୟୁମେଣ୍ଟାରୀର ଲିଙ୍କକୁ ସୋଶାଲ ମିଡିଆରୁ ତୁରନ୍ତ ହଟାଇବାକୁ ଟ୍ୱିଟର ଓ ୟୁଟ୍ୟୁବକୁ ନିର୍ଦ୍ଦେଶ…
Read More...

ବିହାର ଜାତିଭିତ୍ତିକ ଜନଗଣନା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ: ଶୁଣାଣି କରିବାକୁ ମନାକଲେ ଖଣ୍ଡପୀଠ

ବିହାରରେ ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନକୁ ଆଜି କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିନାହାନ୍ତି। ଏହାକୁ ‘ପବ୍ଲିସିଟି ଇଣ୍ଟ୍ରେଷ୍ଟ ଲିଟିଗେସନ୍‌’ (ପ୍ରଚାର ସ୍ବାର୍ଥ ସମ୍ବଳିତ ମକଦ୍ଦମା) କହି କୋର୍ଟ ଉକ୍ତ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।…
Read More...