Webportal
Browsing Category

Current

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଜୁଲାଇ ୨୫ରୁ ୨୭ ଯାଏଁ ଓଡ଼ିଶାରେ ରହିବେ। ଏହି ସମୟରେ ସେ ବିଭିନ୍ନ ସ୍ଥାନରେ…
Read More...

କୋଟିଆରେ ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ

କୋଟିଆରେ ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ। ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାର ବିଦ୍ୟାଳୟ ଖୋଲିଥିବାରୁ ପିଲା ପାଳି କରି ଦୁଇ ରାଜ୍ୟର ବିଦ୍ୟାଳୟକୁ ଯାଉଛନ୍ତି। ସପ୍ତାହରେ ୩ଦିନ ଆନ୍ଧ୍ର ସ୍କୁଲ ଆର ତିନିଦିନ ଓଡ଼ିଶା ସ୍କୁଲ ଯାଉଛନ୍ତି। ତେବେ ଆନ୍ଧ୍ର ସ୍କୁଲଗୁଡିକରେ ଓଡ଼ିଆ ସ୍କୁଲ ଅପେକ୍ଷା…
Read More...

ଥାନାରେ ଭାଉଜ ସିନ୍ଥିରେ ସିନ୍ଦୂର ଦେଲା ଦିଅର

ଥାନାରେ ଭାଉଜ ସିନ୍ଥିରେ ସିନ୍ଦୂର ଦେଲା ଦିଅର।ସ୍ୱାମୀଙ୍କ ଉପସ୍ଥିତିରେ ଦିଅର ବେକରେ ବରଣମାଳା ପକାଇଲେ ମହିଳା। ଆଉ ଥାନା ବାବୁଙ୍କଠାରୁ ନେଲେ ଆଶୀର୍ବାଦ। ଏପରି ବିରଳ ବିବାହ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ।ପୂରା ଘଟଣାଟି ଏମିତି। ଅନୁଗୋଳ ଜିଲ୍ଲା ସାମସିଙ୍ଗା ଗାଁର…
Read More...

୨୪ ଜିଲ୍ଲାକୁ ଗ୍ରସ୍ତ କରିସାରିବା ପରେ ଏବେ ଆମେରିକା ଯାଇ ପ୍ରବାସୀ ଓଡ଼ିଆଙ୍କୁ ଭେଟିବ ସିଏମଓ, ପାଣ୍ଡିଆନଙ୍କ ସହ ଗଲେ…

୨୪ ଜିଲ୍ଲାକୁ ଗ୍ରସ୍ତ କରିସାରିବା ପରେ ଏବେ ଆମେରିକା ଯାଇ ପ୍ରବାସୀ ଓଡ଼ିଆଙ୍କୁ ଭେଟିବ ସିଏମଓ, ପାଣ୍ଡିଆନଙ୍କ ସହ ଗଲେ ମନ୍ତ୍ରୀ ଓ ସାଂସଦ।ରାଜ୍ୟର ୨୪ଟି ଜିଲ୍ଲାକୁ ଗସ୍ତ କରି ରାତ୍ରି ରହଣୀ ସହ ଭବ୍ୟ ସମ୍ବର୍ଦ୍ଧନା, ସଭାସମିତି ସହ ପ୍ରକଳ୍ପ ଘୋଷଣା ଆଦି କାର୍ଯ୍ୟକ୍ରମ କରିବା ପରେ…
Read More...

ଓଡ଼ିଶାରେ ଏକାଧିକ ତଦନ୍ତକାରୀ ସଂସ୍ଥା ଙ୍କ ଏବେ ଡେରା

ଓଡ଼ିଶାରେ ଏକାଧିକ ତଦନ୍ତକାରୀ ସଂସ୍ଥା ଏବେ ଡେରା ପକାଇଛନ୍ତି।ସିବିଆଇ, ଇଡି ନଜରରେ ଓଡିଶା।ଚିଟ୍‌ଫଣ୍ଡ ମାମଲା, କଳା ଟଙ୍କା ଠୁଳ ଓ ଆୟକର ଫାଙ୍କି ଅଭିଯୋଗ, ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଲଗାତାର କେନ୍ଦ୍ରୀୟ ସଂସ୍ଥା ସବୁ ଓଡିଶାରେ ସକ୍ରିୟ ଅଛନ୍ତି।ଖୁବ୍ ଶୀଘ୍ର ଚିଟ୍ ଫଣ୍ଡ ଘଟଣାରେ…
Read More...

ଧରାପଡ଼ିଲା ମଣିଷଖିଆ କୁମ୍ଭୀର

କେନ୍ଦ୍ରାପଡ଼ା ରାଜନଗରରେ ଧରାପଡ଼ିଲା ମଣିଷଖିଆ କୁମ୍ଭୀର । ଚାନ୍ଦିବାଉଁଶମୂଳ ଚରଡ଼ିଆ ନାଳରୁ ୧୦ ଫୁଟ ଲମ୍ବର କୁମ୍ଭୀରକୁ ଜାଲ ପକାଇ କାବୁ କଲା ବନ ବିଭାଗ । ଧରା ହେବା ପରେ ଭିତରକନିକା ଭିତର ବାଉଁସଗଡ଼ ନଦୀରେ ଛଡ଼ାଗଲା ଏହି କୁମ୍ଭୀରକୁ |ଜୁନ ୨୧ ତାରିଖରେ ଚାନ୍ଦିବାଉଁଷମୂଳ ପଞ୍ଚାୟତର…
Read More...

ମହୁଲି ନିଶାରେ ଯୁବତୀଙ୍କ ଦରପୋଡା ଶବକୁ ଖାଇଲେ ଦୁଇ ବ୍ୟକ୍ତି

ଶବ ସତ୍କାର ବେଳେ ମହୁଲି ନିଶାରେ ଯୁବତୀଙ୍କ ଦରପୋଡା ଶବକୁ ଖାଇଲେ ଦୁଇ ବ୍ୟକ୍ତି।ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ପ୍ରତାପପୁର ପଂଚାୟତ ବନ୍ଧସାହି ଗ୍ରାମରେ ଅଭାବନୀୟ ଘଟଣା।ମଙ୍ଗଳବାର ବନ୍ଧସାହି ଗ୍ରାମର ଯୁବତୀ ମଧୁସ୍ମିତା ସିଂ(୨୫)ଙ୍କ ମୃତ୍ୟୁ ପରେ ଗାଁ ମଶାଣିରେ ଶବ ପୋଡା ଚାଲିଥିବା ସମୟରେ…
Read More...

ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ପ୍ରେମ,ପ୍ରତାରଣା ଓ ଯୌନ ନିର୍ଯାତନାର ଅଭିଯୋଗ ଆଣି ଆଜି ତୃତୀୟ ଥର ପାଇଁ ମହିଳା…

ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ତଥା ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ସଦସ୍ୟା ସଂଯୁକ୍ତା ମହଲା ପ୍ରେମ,ପ୍ରତାରଣା ଓ ଯୌନ ନିର୍ଯାତନାର ଅଭିଯୋଗ କରି ଆଜି ତୃତୀୟ ଥର ପାଇଁ ମହିଳା ଥାନା ଦ୍ୱାରସ୍ଥ ହୋଇଛନ୍ତି । ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ…
Read More...

ଡିଏନ ଗ୍ରୁପ ରେ ଲାଗିଥିବା ଟଙ୍କା କାହାର; ସନ୍ଦେହ ଘେରରେ କିଛି କ୍ଷମତାସୀନ ଅଧିକାରୀ ନେତା

ଆଜି ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି ଡିଏନ ଗ୍ରୁପ ଉପରେ ଆୟକର ବିଭାଗର ଚଢଉ। ଏତେ ପରିମାଣର ଅର୍ଥ ବିନିଯୋଗ ଦେଖି ରାଜ୍ୟ ଆବା କାବା। କେଉଁଠୁ ଆସିଲା ଏତେ ଅର୍ଥ। ଚର୍ଚ୍ଚା ଆରମ୍ଭ ଯେ କିଛି ପ୍ରଶାସନିକ ଅଧିକାରୀ ଏବଂ ନେତା ନିଜର କଳା ଟଙ୍କା ସେଠାରେ ବିନିଯୋଗ କରିଛନ୍ତି। ମହର୍ଷି କଲେଜ…
Read More...