Webportal
Browsing Category

Current

ଅନୁଗୁଳ ରେ କିଟ କେୟାର୍ସ ର କୁଇଜ ପ୍ରତିଯୋଗିତା ଅନୁଷ୍ଟିତ

ଅନୁଗୁଳ ରେ କିଟ ୟୁନିଭରସିଟି ର କିଟ କେୟାର୍ସ ପକ୍ଷରୁ କ୍ଵିଜ ପ୍ରତିଯୋଗିତା କରାଯାଇଥିଲା | ସ୍ଥାନୀୟ ରୋଟାରି ପବ୍ଲିକ ସ୍କୁଲ ପରିସରରେ ଏହି କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଏହି ପ୍ରତିଯୋଗିତା ରେ ୧୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ | ପ୍ରତିବର୍ଷ କିଟ ୟୁନିଭର୍ସିଟି…
Read More...

କଟକସ୍ଥିତ ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ର ଅବ୍ୟବସ୍ଥା ନେଇ ସାଂଘାତିକ ତଥ୍ୟ

ଗଣମାଧ୍ୟମ ଖବର ଅନୁଯାୟୀ କଟକସ୍ଥିତ ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ର ଅବ୍ୟବସ୍ଥା ନେଇ ସାଂଘାତିକ ତଥ୍ୟ ଆସିଛି।୨୦୨୫ ମସିହା ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏସସିବି ମେଡିକାଲରେ ମୋଟ ୮୯ଟି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିରହିଛି । ଓଡ଼ିଶା ରାଜ୍ୟ…
Read More...

ସାପ କାମୁଡ଼ି ଦେବାରୁ ସାପକୁ ଧରି ମେଡିକାଲରେ ଯୁବକ

ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ କାଳିଆକଟା ଗ୍ରାମରେ ଗୋଖର ସାପକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଆସି  ଭର୍ତ୍ତି ହୋଇଛନ୍ତି। ସୂଚନା ଯେ, କାଳିଆକଟା ଗ୍ରାମର ବାବୁଲା ଭୋଇ (୨୭) ଆଜି ତାଙ୍କ ପିଇସା ଘରେ ଗୋଖର ସାପ ଥିବାରୁ ସାପକୁ…
Read More...

ଜାଲରେ ପଡିଲା ବିରଳ ପ୍ରଜାତି ର ମାଛ

ଜାଲ ରେ ପଡ଼ିଲା ବିରଳ ମାଛ , ଯାହାର ଓଜନ ପାଖାପାଖି ୭୦ କେଜି ରୁ ଅଧିକ ହେବ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ସମଲ ବ୍ୟାରେଜ୍ ନିକଟରେ। ସୂଚନା ମୁତାବକ ବ୍ରାହ୍ମଣୀ ନଦୀ ର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବା ରୁ ରେଙ୍ଗାଲି ଜଳଭଣ୍ଡାର ରୁ ୩ ଟି ଗେଟ୍…
Read More...

କାର୍ଗିଲ ବିଜୟ ଦିବସ ପାଳନ

ୟୁବା ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଓ ମେରା ୟୁବା ଭାରତ ଅନୁଗୁଳ ଜିଲ୍ଲା ତରଫରୁ ନାଲକୋନଗର ଦିଲ୍ଲୀ ପବ୍ଲିକ ସ୍କୁଲ ପରିସର ରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନାଲକୋ ସି ଆଇ ଏସ ଏଫ ଆସିଷ୍ଟାଣ୍ଟ କମାଣ୍ଡିଆଣ୍ଟ ଶ୍ରୀ ସିଦ୍ଧାନ୍ତ…
Read More...

ଗ୍ରାହକଙ୍କ ଆଇସକ୍ରିମରୁ ବାହାରିଲା ଝିଟିପିଟି ଲାଞ୍ଜ

ଗ୍ରାହକଙ୍କ ଆଇସକ୍ରିମରୁ ବାହାରିଲା ଝିଟିପିଟି ଲାଞ୍ଜ।କିଛି ମାସ ପୂର୍ବରୁ ମୁମ୍ବାଇରେ ଆଇସକ୍ରିମରେ ଏକ କଟା ଆଙ୍ଗୁଠି ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏମିତି ଏକ ଘଟଣା ଗୁଜରାଟର ଅହମଦାବାଦରୁ ସାମ୍ନାକୁ ଆସିଛି।ଏଠାରେ ଜଣେ ମହିଳା ଆଇସକ୍ରିମ କୋନରେ ଏକ ଝିଟିପିଟିର ଲାଞ୍ଜ ପାଇଥିବା…
Read More...

ଜିନ୍ଦଲ କମ୍ପାନୀ ର ଜୁଲମ ରେ ଅତିଷ୍ଟ ଗ୍ରାମବାସୀଙ୍କ ଆତ୍ମହୁତି ଚିନ୍ତା

ଜିନ୍ଦଲ କମ୍ପାନୀ ର ଜୁଲମ ରେ ଅତିଷ୍ଟ ଗ୍ରାମବାସୀଙ୍କ ଆତ୍ମହୁତି ଚିନ୍ତା।ପ୍ରଶାସନ ଜିନ୍ଦଲ ସହିତ ହାତ ମେଳାଇଥିବା ଅଭିଯୋଗ।ଅନୁଗୁଳ ସ୍ଥିତ ଜିନ୍ଦଲ କମ୍ପାନୀ ବିରୁଦ୍ଧରେ ବାରମ୍ଵାର ଅଭିଯୋଗ ହେଉଥିଲେ ମଧ୍ୟ ନା ପ୍ରଶାସନ କୌଣସି ପଦକ୍ଷେପ ନେଇଛି ନା ଜିନ୍ଦଲ ଟିକିଏ ବି ସୁଧୁରୁଛି। ଆମ…
Read More...

ଆଜି ୧୦ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ରହିବ ଜାରୀ

ତାତିରୁ ନାହିଁ ନିସ୍ତାର ।ସାରା ରାଜ୍ୟରେ ପ୍ରଚଣ୍ଡ ଖରା । ୧୭ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର । ୪୦ ଡିଗ୍ରୀ ଟପିଲା ୮ ସହରର ତାପମାତ୍ରା । ଝାରସୁଗୁଡାରେ ସର୍ବାଧିକ ୪୧ ଡିଗ୍ରୀ ରେକର୍ଡ ହୋଇଛି ।ଆଜି ୧୦ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଜାରି । ଦିନ ୧୧ଟାରୁ ୩ଟା ବାହାରକୁ ନଯିବାକୁ…
Read More...

ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକ ସଦସ୍ୟଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ

ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକ ସଦସ୍ୟଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ।ବରିଷ୍ଟ ସାମ୍ୱାଦିକ ଅର୍ଧେନ୍ଧୁ ଦାସ ଦେଲେ ଗୁରୁମନ୍ତ୍ର।ଶନିବାର ସନ୍ଧ୍ୟାରେ ଅନୁଗୁଳର ଅଗ୍ରଣୀ ସାମ୍ୱାଦିକ ସମୁହ ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର…
Read More...

ସାମ୍ନାକୁ ଆସିଲା ଅନୁଗୁଳ ପୋଲିସ ର ପାରିବାପଣିଆ

ସାମ୍ନାକୁ ଆସିଲା ଅନୁଗୁଳ ପୋଲିସ ର ପାରିବାପଣିଆ । ହାଇୱା ଚୋର ଧରାହେଲା ସପ୍ତାହକ ମଧ୍ୟରେ।ଅନୁଗୁଳ ଟାଉନ ଥାନାରେ ଏହି ମାସ ୧୮ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା। ଯାହା ଅନୁଯାୟୀ ୧୭ ଓ ୧୮ ତାରିଖ ରାତିରେ ଅନୁଗୁଳ ସହର ର ହେମସରପଡ଼ା ଅଞ୍ଚଳରୁ ଏକ ହାଇୱା ଚୋରି ହୋଇଥିଲା। ଆରକ୍ଷୀ…
Read More...