Webportal
Browsing Category

Crime

ଟ୍ରକ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଛକ ନିକଟରେ ଜଣେ ଯୁବକ ଗତକାଲି ରାତି ପ୍ରାୟ ୯ଟା ସମୟରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇଛନ୍ତି। ଆହତ ଯୁବକ ଜଣକ ହେଉଛନ୍ତି ଆଠମଲ୍ଲିକ ଅଂଚଳର ଦୀନକୃଷ୍ଣ ଭୋଇ (୩୫)। ସେ ଗତକାଲି ଟ୍ରକ ଚଳାଇ ଯାଉଥିବା ସମୟରେ…
Read More...

ମୋବାଇଲ ଛଡେଇବା ପଡିଲା ମହଙ୍ଗା:ଲୋକେ ନିର୍ଧୁମ ଛେଚିଲେ

ଗତକାଲି ସନ୍ଧ୍ୟାରେ ଅନୁଗୁଳ ସହରର କମଲେଶ ହୋଟେଲ୍ ନିକଟରୁ ମୋବାଇଲ୍ ଛଡ଼ାଇ ଧରା ପଡିଛନ୍ତି ଦୁଇ ଦୁର୍ବୃତ୍ତ। ଆଙ୍କୁଲା ଗ୍ରାମର ଜଣେ ଯୁବକ ମୋବାଇଲରେ କଥା ହେଇ ସାଇକେଲରେ ସର୍କିଟ ହାଉସ ଆଡକୁ ଯାଉଥିବାବେଳେ ଦୁଇ ଜଣ ଯୁବକ ପଛପଟୁ ବାଇକରେ ଦ୍ରୁତ ଗତିରେ ଆସି ମୋବାଇଲ ଟିକୁ ଛଡ଼ାଇ ନେଇ…
Read More...

ସିନେମା ଷ୍ଟାଇଲ ଏଟିଏମ ଲୁଟେରା ଗ୍ୟାଙ୍ଗ ଅନୁଗୁଳ ପୋଲିସ କବଜାରେ:ତଦନ୍ତରେ ବଡ ରାକେଟ ସମ୍ବନ୍ଧରେ ପର୍ଦାଫାସ ର…

ଗତ ଆଠ ତାରିଖ ରାତିରେ ଅନୁଗୁଳ ସହରର ଦୁଇ ଦୁଇଟି ଏଟିଏମ ଭାଙ୍ଗିଥିଲେ ଦୁର୍ବୃତ୍ତ।ତାଙ୍କର ଏଟିଏମ ଲୁଟ ପ୍ରଣାଳୀ ସିନେମା ଷ୍ଟାଇଲ ସହିତ ମିଶିଯାଉଛି।ପୋଲିସ ଦେଇଥିବା ସୂଚନା ଅନୁଯାୟୀ ଷ୍ଟେଟବ୍ୟାଙ୍କ ଏଟିଏମ୍ ରୁ ୨୭,୯୦୦୦୦ ଲୁଟ ହୋଇଥିବା ବେଳେ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍ ରୁ ଟଙ୍କା ଲୁଟର…
Read More...

ମହିଳାଙ୍କ ଭାଜିନାଲ ସ୍ୱାବ ନେଇ ଲ୍ୟାଵ ଟେକନିସିଆନ ଗିରଫ

ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ଏକ ଘଟଣାରେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ବଡନେରା ଅଞ୍ଚଳରେ କରୋନା ନମୁନା ଟେଷ୍ଟ କରିବା ନାଁ ରେ ଜଣେ ୨୪ ବର୍ଷୀୟା ମହିଳାଙ୍କ ଭାଜିନାଲ ସ୍ୱାବ ନେବା ଘଟଣାରେ ଜଣେ ଲ୍ୟାବ ଟେକନିସିଆନ ଗିରଫ । ତା ବିରୋଧରେ ବିଭିନ୍ନ ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇ…
Read More...

ଜଙ୍ଗଲରୁ ମିଳିଲା ତିନି ମୃତଦେହ:ଜଘନ୍ୟ ହତ୍ୟାକାଣ୍ଡ ସନ୍ଦେହ

ଜଘନ୍ୟ ହତ୍ୟାକାଣ୍ଡ ସନ୍ଦେହ।ଜଙ୍ଗଲରୁ ମିଳିଲା ତିନି ମୃତଦେହ।ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ। ଘଟଣାଟି ଏଇଭଳି।ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଡିମିରିପାଦା ପାହାଡ଼କୁ ଲାଗି ଥିବା ବାଲିପଟା ଗ୍ରାମର ବାଲିକୁଦିଆ ଜଙ୍ଗଲରେ ଜଣେ ଯୁବତୀ ଓ ଦୁଇ ଜଣ ଯୁବକଙ୍କ ମୃତଦେହ ଝୁଲୁଥିବା…
Read More...

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡ଼ିଆ ଗାଁର ଶମ୍ଭୁନାଥ ସାହୁ ଓ ସର୍ବେଶ୍ୱର ସାହୁଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗିରହିଥିଲା । ୨ ପରିବାରର ଛୋଟଛୁଆଙ୍କ ଘଟଣାକୁ ନେଇ ଶତ୍ରୁତା ଥିଲା। ଯାହାର ପରିଣତି ଆଜି ଦେଖିବାକୁ ମିଳିଥିଲା ସର୍ବେଶ୍ୱର ସାହୁଙ୍କ ସ୍ତ୍ରୀ ରେବତୀ…
Read More...

ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ମଦ ଜବତ

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଅନୁଗୁଳ ସହର ନିକଟ ତୁରଙ୍ଗ ଦୁର୍ଗା ବିହାରର ଏକ ଭଡା ଘରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ସହ ଏକ କାର୍‌ ଜବତ ଓ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି…
Read More...