ନକଲି ଆଇପିଏଲ ଆୟୋଜନ: ରୁଷୀ ଲୋକଙ୍କୁ ଲାଗିଲା ଚୂନ
ଜୀବନରେ ଅନେକ ଅଭିନବ ପ୍ରକାରର ଠକେଇ ଦେଖିଥିବେ ବା ଶୁଣିଥିବେ । କିନ୍ତୁ ଗୁଜୁରାଟର ଭଡନଗରରେ ଏପରି ଠକେଇ ହୋଇଛି, ସେକଥା ଜାଣିଲେ ବିଶ୍ବାସ ମଧ୍ୟ କରିପାରିବେ ନାହିଁ ।
ଭଡନଗରର ମୋଲିପୁର ଗାଁରେ କିଛି ଲୋକ ଏକ ନକଲି ଆଇପିଏଲ ଆୟୋଜନ କରି କେବଳ ଭାରତୀୟ ନୁହେଁ, ରୁଷର କିଛି ଲୋକଙ୍କୁ…
Read More...
Read More...