Webportal
Browsing Category

Breaking

ବ୍ରହ୍ମପୁର ଡି ଏଫ ଓ ଙ୍କ ସମେତ ନଅ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ

ଆଜି ଭିଜିଲାନ୍ସ କଟକ ସେଲ ପକ୍ଷରୁ ବ୍ରହ୍ମପୁର ଡିଏଫ୍ଓ , ଦିଗପହଣ୍ଡି ରେଞ୍ଜର , ଖଲ୍ଲିକୋଟ ରେଞ୍ଜରଙ୍କ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକକାଳିନ ୯ଟି ସ୍ଥାନରେ ଚଢ଼ାଉ ହୋଇଛି। ଖଲ୍ଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା ଙ୍କ ବାସଭବନରୁ ବହୁ ଗୁରୁତ୍ୱ ପୂର୍ଣ୍ଣ ଫାଇଲ ପତ୍ର ସହ ୬ଲକ୍ଷ…
Read More...

ବଦଳିବ ବାଘୁଣୀ ସୁନ୍ଦରୀ ଠିକଣା

ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ର ବହୁ ଚର୍ଚ୍ଚିତ  ବାଘୁଣୀ ସୁନ୍ଦରୀର ଠିକଣା ବଦଳିବାକୁ ଯାଉଛି। ସୁନ୍ଦରୀ ପାଇଁ ତିଆରି ହେବ ୨୮ ହେକ୍ଟର ଜମିରେ ନୂଆ ଏନକ୍ଲୋଜର । ସ୍ଥାନ ନିର୍ଦ୍ଧାରଣ କରିବାକୁ ଆସିବେ କେନ୍ଦ୍ରୀୟ ଦଳ। ଆଜି ଭୁବନେଶ୍ୱର ରେ ଅନୁଷ୍ଠିତ ଏ ସଂକ୍ରାନ୍ତୀୟ…
Read More...

ରାସ୍ତା ଉପରେ ଜଳିଗଲା ଟ୍ରକ

କେନ୍ଦ୍ରାପଡା ୫ ନମ୍ଵର କ ଜାତୀୟ ରାଜପଥର ଶ୍ୟାମସୁନ୍ଦରପୁର କେନାଲ ପୋଲ ଉପରେ ଜଳିଗଲା କୋଇଲା ବୋଝେଇ ଟ୍ରକ ।ପୋଲରେ ପିଟି ହୋଇ ନିଆଁ ଲାଗିଗଲା । ହତୁହୁତୁ ହୋଇ ଜଳୁଛି କୋଇଲା  ଟ୍ରକ ,ପାରାଦ୍ଵୀପ ବନ୍ଦରରୁ କୋଇଲା ବୋଝେଇ ଟ୍ରକ ଫେରୁଥିଲା ଚଣ୍ଡିଖୋଲ ।
Read More...

ସନ୍ଦିଘ୍ଧ ଅବସ୍ଥାରେ ଉଦ୍ଧାର

ଅନୁଗୁଳ ଜିଲ୍ଲାର ସରାଙ୍ଗ ନିକଟସ୍ଥ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ପୋଲିଆ ତଳୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ଦ୍ଵାରା ଆମ୍ବପଲାସ ଗ୍ରାମର ଲୁଲୁ ମହାପାତ୍ର ନାମକ ବ୍ୟକ୍ତି ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ମଣ୍ଡାପାଳ ମେଡ଼ିକାଲ ରେ ଚିକିତ୍ସା ପାଇଁ ଭର୍ତି।ଉଦ୍ଧାର କରାଯାଇଥିବା ସ୍ଥାନରେ…
Read More...

ଗାଡି ଓଲଟିଲା ଜଣେ ଗୁରୁତର

ଅନୁଗୁଳ ସହର ପୋଲିସ ଟ୍ରେନିଂ ସ୍କୁଲ ନିକଟ ପେଟ୍ରୋଲ ପମ୍ପ ନିକଟରେ ବାଉଁଶ ବୋଝେଇ ଗାଡି ଓଲଟି ଜଣେ ଗୁରୁତର ହୋଇ ଦମକଳ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର।
Read More...

ଖଣିବନ୍ଦ ଆନ୍ଦୋଳନ

ଥଇଥାନ ଦାବିରେ ଅନୁଗୁଳ ଜିଲ୍ଲା ଜରଡ଼ା ଗ୍ରାମବାସୀ କଣିହାଁ ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି l ଆଜି ସକାଳେ ଗ୍ରାମବାସୀ ମାନେ ପୂଜାର୍ଚ୍ଚନା କରି ଏକ ଶୋଭାଯାତ୍ରାରେ ବାହାରି କଣିହାଁ କୋଇଲା ଖଣି ମୁଖ୍ୟ ଫାଟକ ପାଖରେ ପହଞ୍ଚି ଖଣିବନ୍ଦ ଆନ୍ଦୋଳନ ଆରମ୍ଭ କରିଥିଲେ ଯାହା ଫଳରେ ଖଣିରୁ କୋଇଲା…
Read More...

ଶୋଷଣ ପ୍ରତିବାଦରେ ବିଦ୍ୟାଳୟରେ ତାଲା

ଅନୁଗୁଳ ଜିଲ୍ଲା ତାଳଚେର ଏନଟିପିସି/ଟିଟିପିଏସ    ଡିଏଭି ପବ୍ଲିକ ସ୍କୁଲ ରେ ଅହେତୁକ ଆଡ଼ମିଶନ ଫିସ ଵୃଦ୍ଧି ପ୍ରତିବାଦ ଓ ସ୍କୁଲ ଅଧ୍ୟକ୍ଷଙ୍କ  ବଦଳି ଦାବିରେ ଅଭିଭାବକ ମାନେ ସ୍କୁଲରେ  ଧାରଣା ଦେବା ସହ ସ୍କୁଲ ଗେଟ ରେ ତାଲା ପକାଇଦେଇଛନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ ସ୍କୁଲ ଏନଟିପିସି ର…
Read More...

ପଲଟିଲା ଯାତ୍ରୀବାହୀ ବସ

ଝାରସୁଗୁଡା ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଦିଲଖୁସ ନାମକ ଯାତ୍ରୀବାହୀ ବସ ଅନୁଗୁଳ ଜିଲ୍ଲାର ବନରପାଳ ଥାନା ଅନ୍ତର୍ଗତ ବନ୍ଧା ଓଭର ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ  ଓଲୋଟିଲା। ଚାରି ଗୁରୁତର ଓ ଅନେକ ଆହତ। ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ନିକଟସ୍ଥ…
Read More...