ବିଷାକ୍ତ ମଦ ପିଇ ତିନି ମୃତ
ଅନୁଗୁଳ ଜିଲ୍ଲା ପଥରଗଡ଼ରେ ବିଷାକ୍ତ ମଦ ମୃତ୍ୟୁ ସନ୍ଦେହ, ୩ ଶ୍ରମିକ ମୃତ, ୧ ଗୁରୁତର। ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗାଁରେ ବିଷାକ୍ତ ମଦ ପିଇ ତିନିଜଣ ଯୁବକ ମୃତ୍ୟୁବରଣ କରିଥିବା ଖବର ଆସିଛି। ଗତ କାଲି ଦୁଇଜଣ ମୃତ୍ୟୁବରଣ କରିଥିବାବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ…
Read More...
Read More...