Webportal
Browsing Category

Breaking

ଟ୍ରକ ବାଇକ ଧକ୍କାରେ ଦୁଇ ମୃତ

ଅନୁଗୁଳ ଜିଲ୍ଲା  କଣିହାଁ, ନକ୍ ନକା ଓମ ଢାବା ପାଖରେ ଟ୍ରକ୍ ସହିତ ବାଇକ୍ ଧକ୍କାରେ ଜଣେ ଘଟଣାସ୍ଥଳରେ ମୃତ ଓ ଅନ୍ୟ ଜଣେ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ମୃତ୍ୟୁ ବରଣ କରିଛନ୍ତି।  ମୃତ ବ୍ୟକ୍ତି  କମରେଇ ଗାଁ ର ଲଲିତ ସାହୁ ଓ ଜ୍ୟୋତି ରଞ୍ଜନ ସାହୁ। ଖବର ପାଇ ଉତ୍ୟକ୍ତ…
Read More...

ଆମ୍ବୁଲାନ୍ସ ସହ ଟ୍ୟାଙ୍କର ଦୁର୍ଘଟଣା: ୪ ମୃତ

ଅନୁଗୁଳ ଜିଲ୍ଲା ଜରପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗ୍ୟାସ ଟ୍ୟାଙ୍କର ସହ ଆମ୍ବୁଲାନ୍ସ ଦୁର୍ଘଟଣା। ଘଟଣା ସ୍ଥଳରେ ୪ ମୃତ, ୪ ଗୁରୁତର ସୂଚନା। ମୃତକଙ୍କ ପରିଚୟ ମିଳିନାହିଁ। ଆମ୍ବୁଲାନ୍ସ ଟି ସମ୍ବଲପୁର ରୁ ଭୁବନେଶ୍ୱର ଯାଉଥିବା ସୂଚନା। ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ୟ୍ଯ ଜାରି।
Read More...

ସୋରରେ ଚକାଡୋଳା ବସ ଦୁର୍ଘଟଣାଗ୍ରସ୍ତ

ଏକ ଦୁଃଖଦ ଘଟଣା କ୍ରମେ ସୋରରେ ଯାତ୍ରୀବାହୀ ଘରୋଇ ବସ୍ ଓଲଟି ୨୦ ଯାତ୍ରୀ ଗୁରୁତର ହୋଇଥିବାର ସୂଚନା ମିଳିଛି । ସୋର ଥାନା ଛକ ନିକଟରେ ଚକାଡୋଳା ବସ ଓଲଟି ପଡିଛି । ଓଭରଟେକ୍ କରିବାକୁ ଯାଇ ଭାରସାମ୍ୟ ହରାଇ ଓଲଟି ପଡିଲା ଚକାଡୋଳା ବସ୍ । ବସ୍ ରେ ପ୍ରାୟେ ଷାଠିଏ ଜଣ ଯାତ୍ରୀ ଥିବାର ସୂଚନା…
Read More...

ଏବେ ଖୋଲି ନ ପାରେ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେଲେ ସୂଚନା

ରାଜ୍ୟରେ ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଏ ଦିଗରେ ବିଚାର ବିମର୍ଶ ପରେ ନିଷ୍ପତ୍ତି ହେବ। ନବମରୁ ଦ୍ୱାଦଶ କ୍ଲାସ ଚାଲିଛି। ମାତ୍ର ପ୍ରଥମରୁ ଅଷ୍ଟମ କ୍ଲାସ ନେଇ ନିଷ୍ପତ୍ତି ହୋଇନି। ଅନ୍ୟ ରାଜ୍ୟରେ ସଂକ୍ରମଣ…
Read More...

ଭାଉଜକୁ ଶୀଳପୁଆରେ ଛେଚି ହତ୍ୟା କଲା ଦିଅର

ଭାଉଜ କୁ ଶୀଳପୁଆ ରେ ଛେଚି ହତ୍ୟା କଲା ଦିଅର। ଭାଉଜ ସଂଗୀତା ଭୋଇ କୁ ହତ୍ୟା ପରେ ଅଭିଯୁକ୍ତ ସୁବାସ ଭୋଇ ର ଥାନାରେ ଆତ୍ମସମର୍ପଣ। ଅନୁଗୋଳ ଟାଉନ ଥାନା ସୁସୁଡା ଗାଁ ରେ ଘଟିଛି ଘଟଣା।
Read More...

ସରିଲା ପ୍ରତୀକ୍ଷା:ଆରମ୍ଭ ହୋଇଛି କୋଭିଡ଼ ଟୀକାକରଣ କାର୍ଯ୍ୟକ୍ରମ

ସମସ୍ତ ଧୈର୍ଯ୍ୟ ଓ ଅପେକ୍ଷା ର ଅବସାନ ଘଟିଛି । ବିଶ୍ୱ କରୋନା ମହାମାରୀ କବଳରୁ ମୁକ୍ତ ହେବାକୁ ଯାଉଛି।ଆଜି ସାରା ଭାରତରେ କରୋନାର ପଥମ ପର୍ଯ୍ୟାୟ ଟୀକା କରଣ କରାଯାଉଛି । ଅନୁଗୁଳ ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ଟିକାକରଣ କାର୍ଯ୍ୟକ୍ରମ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ…
Read More...

ପେଟ୍ରୋଲ ଢ଼ାଳି ଜାଲିଦେଲେ ଯୁବକକୁ

ଅନୁଗୁଳ ଜିଲ୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପେଟ୍ରୋଲ ଢାଳି ଯୁବକକୁ ନିଆଁ ଲଗାଇ ଦେଲେ ଦୁବୃତ । ଘଟଣା ସ୍ଥଳରୁ ଦୁବୃତ ଫେରାର । ଅନୁଗୁଳ ଜିଲ୍ଲା କଦଲିମୁଣ୍ଡା ଗ୍ରାମରେ ଘଟିଛି ଏହି ଲୋମ ଟାଙ୍କୁରା ଘଟଣା । ଘଟଣା ସ୍ଥଳରେ ଯୁବକ  ମୃତ । ମୃତ ଯୁବକ ରାଜକିଶୋର ପ୍ରଧାନ । ଘଟଣା ସ୍ଥଳରେ…
Read More...

ଗୁଳି ଭୁଜାଲି ମାଡରେ ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ ସହର ନିକଟ ମୁଷାପାପୁଲି ଗାଁରେ ହତ୍ୟାକାଣ୍ଡ । ରାତି ସାଢେ ୮ ଟା ସମୟରେ କିଛି ଦୁର୍ବୃତ୍ତ ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି।ସୂଚନା ଅନୁଯାୟୀ ମୂଷାପାପୁଲି ଛକରେ ରନ୍ତଲେଇ ଗାଁର ଦୁଇଭାଇ ଦୁଃଶାସନ ସେନାପତି ଓ…
Read More...