Webportal
Browsing Category

Breaking

ସ୍ୱାର୍ଥୀ ରାଜନୀତିର କରୁଣ ପରିଣତି:ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନା ରେ ଦେହାନ୍ତ:ସମସ୍ତଙ୍କୁ ଏହି…

ଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କୋଭିଡ କଟକଣାକୁ ଅଣଦେଖା କରି ପ୍ରଚାର କରାଯାଉଥିବା ଦେଖା ଯାଉଛି।ପିପିଲି ଉପନିର୍ବାଚନ ରେ ମଧ୍ୟ ସମାନ ଅବସ୍ଥା ଥିଲା।ଯେଉଁଥିପାଇଁ ରାଜନୈତିକ ଦଳ ମାନେ ବାରମ୍ବାର ସମାଲୋଚନା ର ଶିକାର ହେଲେ ମଧ୍ୟ ଭୃକ୍ଷେପ କରୁ ନ…
Read More...

ଟିଟିପିଏସ ପୁନଃ ଚାଲୁ କରିବାକୁ ନେଇ ରାଜ୍ୟ ସରକାର ଓ ଏନଟିପିସି ମଧ୍ୟରେ ଆରମ୍ଭ ହେଲା ଫଳପ୍ରଦ ଆଲୋଚନା:ସେପଟେ ଜିଲ୍ଲା…

ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ଚାଲୁ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଲେଖିଥିବା ପତ୍ର ଅନୁସାରେ ଆଜି ରାଜ୍ୟ ସରକାର ଏବଂ ଏନ.ଟି.ପି.ସି. ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ…
Read More...

ଆଶ୍ଚର୍ଯ୍ୟ ହେଲେ ବି ସତ୍ୟ:ଶାସକ ବିଜେଡି ପକ୍ଷରୁ ସାତ ତାରିଖରେ ଅନୁଗୁଳ ଜିଲ୍ଲା ବନ୍ଦ ଡାକରା

ପ୍ରିୟ ପାଠକ ମାନେ ଏହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ।ଶାସକ ବିଜେଡି ପକ୍ଷରୁ ଟିଟିପିଏସ ବନ୍ଦ କରାଯିବା ବିରୁଦ୍ଧରେ ଆସନ୍ତା ସାତ ତାରିଖରେ ବାର ଘଣ୍ଟିଆ ଅନୁଗୁଳ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।ଏ ସୂଚନା ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଛି।…
Read More...

ପୁଅ ସାଜିଲା ପିତୃ ହତ୍ୟାକାରୀ:ଜନ୍ମଦାତ୍ରୀ ଗୁରୁତର

ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର କୁଡା ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ ହୋଇଥିବା ବେଳେ ମା’ ଗୁରତର ଆହତ ହୋଇଛନ୍ତି । ମୃତକ ଜଣକ ବଟକୃଷ୍ଣ ବେହେରା ଓ ଗୁରୁତର ଜଣକ ତାଙ୍କ ସ୍ତ୍ରୀ ରୁକ୍ମଣୀ ବେହେରା ବୋଲି ଜଣାପଡିଛି । ଘଟଣାରୁ…
Read More...

କୁକୁର କାମୁଡ଼ାରେ ୩୦ ଆହତ

ଅନୁଗୁଳ ନିକଟ ବନ୍ତଳା ତଳଗଡ଼ ଗାଁ ରେ ବୁଲା କୁକୁର କାମୁଡ଼ାରେ ୩୦ ଆହତ। ଆହତ ମାନେ ଅନଗୁଳ ମେଡ଼ିକାଲ ରେ ଭର୍ତ୍ତି। ଆଜି ଦିନରେ ଗୋଟିଏ କୁକୁର ଗାଁରେ ବୁଲି ବୁଲି ୩୦ ଜଣଙ୍କୁ କାମୁଡି ପକାଇଛି।
Read More...

ଟ୍ରକ ବାଇକ ଧକ୍କାରେ ଦୁଇ ମୃତ

ଅନୁଗୁଳ ଜିଲ୍ଲା  କଣିହାଁ, ନକ୍ ନକା ଓମ ଢାବା ପାଖରେ ଟ୍ରକ୍ ସହିତ ବାଇକ୍ ଧକ୍କାରେ ଜଣେ ଘଟଣାସ୍ଥଳରେ ମୃତ ଓ ଅନ୍ୟ ଜଣେ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ମୃତ୍ୟୁ ବରଣ କରିଛନ୍ତି।  ମୃତ ବ୍ୟକ୍ତି  କମରେଇ ଗାଁ ର ଲଲିତ ସାହୁ ଓ ଜ୍ୟୋତି ରଞ୍ଜନ ସାହୁ। ଖବର ପାଇ ଉତ୍ୟକ୍ତ…
Read More...