Webportal
Browsing Category

Angul District

ରାଜ୍ୟ ସରକାରଙ୍କ ନିୟମ ଠାରୁ ଅଲଗା ଅନୁଗୁଳ ଜିଲ୍ଲା ପ୍ରଶାସନର ନିୟମ

ଠିକ ପଢ଼ୁଛନ୍ତି ଆଜ୍ଞା । ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କୁ ଚିହ୍ନଟ କରି ସେମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରୁଛନ୍ତି। କିନ୍ତୁ ଅନୁଗୁଳ ଜିଲ୍ଲା ପ୍ରଶାସନ ନିଜସ୍ଵ ସ୍ଵୀକୃତିପ୍ରାପ୍ତ ସାମ୍ୱାଦିକ ତାଲିକା ତିଆରି କରିଛନ୍ତି। ଏ କଥା ଆମେ କହୁନାହୁଁ। ଏହା…
Read More...

କେମିତି ଚାଲିଛି ପ୍ରଶାସନ? ସାମ୍ବାଦିକ ମାନେ ସରକାରି ସୂଚନା ନ ପାଇବାରୁ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିବାକୁ…

ଅନୁଗୁଳ ର କାର୍ଯ୍ୟରତ ସାମ୍ବାଦିକଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଲକୁଲ ସୂଚନା ପ୍ରଦାନ କରାଯାଉନଥିବା, ସାମ୍ବାଦିକଙ୍କୁ ଅଣଦେଖା କରିବା ଅଭିଯୋଗ ସହ ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ରାଜ୍ୟପାଳଙ୍କ ଉଦେଶରେ ଦାବି ପତ୍ର ପ୍ରଦାନ କଲା ସଂଘ। ଏହା ପୂର୍ବରୁ ସଂଘର…
Read More...

ତାଳଚେର ବିଧାନସଭା ନିର୍ବାଚନ ପାଇଁ ଏଥର ବିଜେଡ଼ି ଟିକେଟ ପାଇଁ ନୂଆ ଚେହେରା ସମ୍ଭାବନା

କଥାଟା ଅନେକଙ୍କୁ ନିଶ୍ଚିନ୍ତ ଆଶ୍ଚର୍ୟ୍ଯ ଚକିତ କରୁଥିବ। କାରଣ ବର୍ତମାନର ତାଳଚେର ରୁ ବିଧାୟକ ବିଜେଡିର ବ୍ରଜ କିଶୋର ପ୍ରଧାନ ବା ବାପୁ ପ୍ରଧାନ ନିଜ ନିର୍ବାଚନ ମଣ୍ଡଳୀରେ ବେଶ ଲୋକପ୍ରିୟତା ହାସଲ କରିଥିବା ଚର୍ଚ୍ଚା ହୁଏ। ଆର୍ଥିକ ଭାବେ ଯଥେଷ୍ଟ ସୁଦୃଢ଼ ଥିବା ସହିତ ବେଶ ପ୍ରଭାବଶାଳୀ ନିଜସ୍ଵ…
Read More...

ମୁଁ ଖୁସି,ଡିଉଟି ଠିକରେ ନ କରିବାରୁ ମୋର ଚାହୁଁଥିବା ବଦଳି ହେବ: ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ

ଏପରି ବେପରୁଆ ମନୋଭାବ ପୋଷଣ କରୁଥିବା ଅଧିକାରୀଙ୍କୁ ନିଲମ୍ବନ କରିବାର ଆବଶ୍ୟକତା ରହିଛି। ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ! ଏହି ଉକ୍ତି ବର୍ତମାନର ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ପାଇଁ ଫିଟ ବସୁଛି। ଜିଲ୍ଲାର କର୍ତବ୍ୟରତ ସାମ୍ବାଦିକଙ୍କୁ ସୁଚନା…
Read More...

ଗଣମାଧ୍ୟମକୁ ସୂଚନା ଦେବାକୁ ଅନୁଗୁଳ ଜିଲ୍ଲାପାଳଙ୍କ ଅନୁମତି ନାହିଁ: ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ

ଆପଣ ଠିକ ପଢ଼ୁଛନ୍ତି। ପୂର୍ବରୁ କିଛି ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଡେପୁଟି କଲେକ୍ଟର ଓ ଉପଜିଲ୍ଲାପାଳଙ୍କ ଆଦେଶ ଅଛି କହି କେବଳ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମାନଙ୍କୁ ଖବର ସମ୍ପର୍କିତ ସୂଚନା ଦେଇ ଚୁପ ବସି ଯାଉଥିଲେ। ଅନେକ ଗଣମାଧ୍ୟମ ସଂସ୍ଥା ଏବଂ ତାଙ୍କର ପ୍ରତିନିଧି କିଛି ସୁଚନା ନ…
Read More...

ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନରେ କଳା ଦାଗ ଅନୁଗୁଳ ସୂଚନା ଓ ଲୋକସଂପର୍କ ବିଭାଗ

ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନରେ କଳା ଦାଗ ଅନୁଗୁଳ ସୂଚନା ଓ ଲୋକସଂପର୍କ ବିଭାଗ। ସାମ୍ବାଦିକଙ୍କ ପାଖରେ ପହଞ୍ଚୁନି ଖବର ସମ୍ପର୍କିତ ସୂଚନା। ରାଜ୍ୟ ସରକାରଙ୍କ ପ୍ରଦତ୍ତ ସ୍ବାସ୍ଥ୍ୟ ବୀମା କାର୍ଡ ଦିଆଯାଉନାହିଁ ସାମ୍ବାଦିକଙ୍କୁ। ରାଜ୍ୟପାଳଙ୍କ ଗୁରୁତ୍ୱପୂର୍ଣ୍ଣ ଅନୁଗୁଳ ଜିଲ୍ଲା…
Read More...

୩ ମାସ ଭିତରେ ଫଇସଲା ପାଇଁ ଗ୍ରାମ ବିସ୍ଥାପନ ସମ୍ବନ୍ଧୀୟ ପିସିସିଏଫ୍ ( ବନ୍ଯଜନ୍ତୁ) ଙ୍କୁ ହାଇକୋର୍ଟର ନିର୍ଦ୍ଦେଶ

ଗତ ଦୁଇବର୍ଷ ହେଲା ସାତକୋଶିଆ ବ୍ଯାଘ୍ର ସଂରକ୍ଷଣ ଅଂଚଳର ଉପାନ୍ତ ଅଂଚଳରୁ ଗ୍ରାମ ବିସ୍ଥାପନ ଏକ ଅଭିଯାନ ରେ ପରିଣତି ହୋଇଥିଲା । ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ଗୋଟିଏ ପରେ ଗୋଟିଏ ଗ୍ରାମ ବିସ୍ଥାପନ କରିବାରେ ସଫଳ ହୋଇଥିଲେ । କଟରଂଗ, ଟୁଲୁକା ଓ ଅଶନବାହାଳ ଗ୍ରାମର ୪୭୦ ପରିବାରକୁ ବିସ୍ଥାପନ…
Read More...

ଅଙ୍ଗାରବନ୍ଧ ଧାମର ବରିଷ୍ଠ ତ୍ୟାଗୀ ଶ୍ରୀମଦ ବିଦ୍ୟାଧର ଦାସ (ମଲ୍ଲିକ ବାବା)ଙ୍କ ମହାପ୍ରୟାଣର ଏକୋଇଶିଆ ଦିବସ ପାଳିତ।

ଗତକାଲି ଅନୁଗୁଳ ବ୍ଲକ ଅଙ୍ଗାରବନ୍ଧଠାରେ ଥିବା ମହିମା_ଧାମଠାରେ ଅଲେଖ ମହିମା ଧାମ ପରିଚାଳନା କମିଟି ପକ୍ଷରୁ ସଭାପତି ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ତ୍ୟାଗୀ ଶ୍ରୀମଦ ବିଦ୍ୟାଧର ଦାସ ( ମଲ୍ଲିକ ବାବା )ଙ୍କ ମହାପ୍ରୟାଣର ଏକୋଇଶିଆ ଦିବସ ପାଳନ ଅବସରରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା।…
Read More...

ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୁଳ ପକ୍ଷରୁ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଅଛି। ଏହି ଲୋକ ଅଦାଲତରେ ୫୨୬ ଟି ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୬ ଟି ମୋଟର ଜାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୧ କୋଟି ୫୮ ଲକ୍ଷ ୪୦ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ…
Read More...

ହାତୀ ପାଇଁ ଅତିଷ୍ଠ ଜନତା ;ତିନି ଦିନ ବ୍ୟାପି ଗଣ ଧାରଣା ଦେବ ସାମାଜିକ ସୁରକ୍ଷା ମଞ୍ଚ

ଅନୁଗୁଳ ମାରୱାଡି ଧର୍ମଶାଳା ଠାରେ ସାମାଜିକ ସୁରକ୍ଷା ମଞ୍ଚ ବନ୍ତଳା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବନ୍ତଳା ଅଞ୍ଚଳରେ ଦିନକୁ ଦିନ ବଢୁଥିବା ହାତୀ ସମସ୍ୟାକୁ ନେଇ ଉଦ୍‌ବେଦ ପ୍ରକାଶ ପାଉଛି । ହାତୀ ଜନିତ ସମସ୍ୟା ଦ୍ବାରା ଜୀବନ ଜୀବିକା ଏକ ପ୍ରକାରର ବିପନ୍ନ,…
Read More...