Webportal

ଅନୁଗୁଳରେ ଦେବସ୍ନାନ ପୂର୍ଣ୍ଣିମା

0 250

ଶୈଳଶ୍ରୀକ୍ଷେତ୍ର କୁହାଯାଉଥିବା ଅନୁଗୋଳ ର ସ୍ନାନମଣ୍ଡପରେ ବିଜେ କରିଛନ୍ତି ତିନି ଠାକୁର। ସ୍ନାନପୂର୍ଣ୍ଣିମା ଅବସରରେ ସକାଳ ୮ଟାରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନ ଦେବ ସ୍ନାନମଣ୍ଡପରେ ବିଜେ କରିଥିଲେ। ଘଣ୍ଟ, ଘଣ୍ଟା, ମହୁରୀ, ମୃଦଙ୍ଗର ତାଳେତାଳେ ତୃତୀୟ ଶ୍ରୀକ୍ଷେତ୍ର ପ୍ରକମ୍ପିତ ହୋଇଉଠିଥିଲା। ୧୦୮ କୁମ୍ଭ ସୁବାସିତ ଜଳରେ ଠାକୁରଙ୍କୁ ସ୍ନାନ କରାଯାଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

Leave A Reply

Your email address will not be published.