Webportal

ତଥାଗତଙ୍କ ଇଶାରା କେଉଁଆଡ଼େ

ରାଜନୀତିରେ ରହିବେ କିନ୍ତୁ ପାରମ୍ପରିକ ଢେଙ୍କାନାଳ ଆସନରୁ ଲଢ଼ିବେ ନାହିଁ

0 246

ସମ୍ପ୍ରତି ପୂର୍ବତନ ଢେ଼ଙ୍କାନାଳ ସାଂସଦ ତଥାଗତ ଶତପଥି ଗଣମାଧ୍ୟମରେ ଦେଇଥିବା ବୟାନ କୁ ନେଇ ଚର୍ଚା ଜୋର ଧରିଛି।ଏହା ପୂର୍ବରୁ ଆକଳନ କରାଯାଉଥିଲା ଯେ ତାଙ୍କର ରାଜନୈତିକ ଜୀବନ ଏକ ରକମ ଶେଷ ହୋଇଛି।କିନ୍ତୁ ସଦ୍ୟ ଗଣମାଧ୍ୟମରେ ଦେଇଥିବା ବୟାନରେ ସେ କହିଛନ୍ତି ଯେ ରାଜନୀତି ଆଦୌ ଛାଡିବାର ପ୍ରଶ୍ନ ଉଠେ ନାହିଁ।ଏହା ସହିତ ତାଙ୍କର ପାରମ୍ପରିକ ଢେ଼ଙ୍କାନାଳ ଆସନରୁ ମଧ୍ୟ ଲଢ଼ିବେ ନାହିଁ ବୋଲି ଇଶାରା ଦେଇଛନ୍ତି।

ଆକଳନ ଏହା କରାଯାଉଛି ଯେ ତଥାଗତ ବାବୁ କୌଣସି ରାଷ୍ଟ୍ରୀୟ ଦଳ ସହିତ ଯୋଗାଯୋଗରେ ଅଛନ୍ତି ଓ ସେହି ଦଳର ରାଜ୍ୟ ପ୍ରମୁଖର ଦାଇତ୍ୱ ନେଇ ଆସନ୍ତା ନିର୍ବାଚନ ରେ ପ୍ରଚାର କରିବା ନିଜର ନୂତନ ରାଜନୈତିକ ପାଳି ଆରମ୍ଭ କରିବେ। ଚାଲିଥିବା ଚର୍ଚାରୁ ଲାଗୁଛି ସେ ଆମ ଆଦମୀ ପାର୍ଟି ରେ ଯୋଗ ଦେବାର ଅଧିକ ସମ୍ଭାବନା ରହିଛି।

Leave A Reply

Your email address will not be published.