Webportal

ଯମରାଜ ପାଲଟିଲା ସତ୍ୟବାନ୍ ; ସାବିତ୍ରୀ ଦିନ ସ୍ତ୍ରୀର ହତ୍ୟା କଲା ସ୍ୱାମୀ

0 153

ଯେତେବେଳେ ସ୍ୱାମୀକୁ ସତ୍ୟବାନ୍ ମାନି ତାର ଦୀର୍ଘାୟୁ କାମନା କରି ସ୍ତ୍ରୀ ସାବିତ୍ରୀ ବ୍ରତ ପାଳନ କରୁଥିଲା, ଠିକ୍ ସେହି ସମୟରେ ସ୍ବାମୀ ଯମରୂପ ଧରି ସେହି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଦୁନିଆରୁ ବିଦା କରିଦେଲା।

ଅନୁଗୁଳ ଜିଲ୍ଲା ବଡକେରା ର ବସନ୍ତ ନାୟକ (୨୮) ଓ ତାଙ୍କ ପତ୍ନୀ ଲିପି ନାୟକ (୨୦)  ମଧ୍ୟରେ ଗତକାଲି ସାବିତ୍ରୀ ବ୍ରତ ଦିନ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ସ୍ବାମୀ ବସନ୍ତ ଉତଖିପ୍ତ ହୋଇ ଲିପିକୁ ଟାଙ୍ଗିଆ ଚୋଟ ଦେଇଥିଲା, ଯାହା ଫଳରେ ଲିପିର ଘଟଣା ସ୍ଥଳରେ ମୃତୁ ହୋଇଥିଲା। ତୁରନ୍ତ ବସନ୍ତ ଯାଇ ବନ୍ତଳା ଥାନାରେ ଆତ୍ମସମର୍ପଣ କରିଥିଲା।

ସେମାନଙ୍କର ତିନି ମାସର ପୁଅ ଟିଏ ଅଛି ଯାହାର ଲାଳନ ପାଳନର ଦାୟିତ୍ଵ ବର୍ତ୍ତମାନ ତାର ବୁଢ଼ୀ ଜେଜେମା ଉପରେ।

 

Leave A Reply

Your email address will not be published.