Webportal

ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଏସ୍ପି ଅଫିସ ଘେରାଉ

0 290

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସମ୍ପୃକ୍ତି ର ଅଭିଯୋଗ ଆଣି ଆଜି ବିଜେପି ପକ୍ଷରୁ ସାରା ରାଜ୍ୟରେ ଏସ୍ପି ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି ସମାନ ଭାବରେ ଆଜି ଅନଗୁଳ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ନେତୃତ୍ୱ ରେ ଶତାଧିକ କାରୀକର୍ତା ଏସ୍ପି ଅଫିସ ସମ୍ମୁଖରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଗିରଫ ଦାବି ରେ ଆନ୍ଦୋଳନ କରିଥିବାର ଦେଖା ଯାଇଛି ପୋଲିସ ସହ ଧସ୍ତା ଧସ୍ତି ରେ ଜଣେ ବିଜେପି କାର୍ଯ୍ୟକର୍ତା ଅଚେତ ହୋଇ ପଡ଼ିଥିଲେ । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ( ରାଜ୍ୟସଭା ) ଶ୍ରୀଯୁକ୍ତ ରୁଦ୍ରନାରାୟଣ ପାଣି , ରାଜ୍ୟ ସମ୍ପାଦକ କାଳିନ୍ଦୀ ସାମଲ , ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଦିଲ୍ଲୀପ ପ୍ରଧାନ , ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଅଶୋକ ମହାନ୍ତି   ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.