Webportal

ଟ୍ରେନ ଦ୍ୱାରା କୋଇଲା ପରିବହନ ନିଷ୍ପତ୍ତି କୁ ବିରୋଧ

0 242

ଅନୁଗୁଳ ଜିଲା ତାଳଚେର ରୁ ଟ୍ରେନ ରେ କୋଇଲା ପରିବହନ କୁ ବିରୋଧ କରିଛନ୍ତି ଟ୍ରକ ମାଲିକ ସମୂହ। କେନ୍ଦ୍ର ସରକାର ଏବେ ୱାଗନ ଯୋଗେ କୋଇଲା ପରିବହନ ପାଇଁ ନିଷ୍ପତ୍ତି ନେଇଛନ୍ତି,ଯା ଫଳରେ ଟ୍ରକ ମାଲିକ ମାନେ କ୍ଷତିରେ ପଡିବେ ।ସେ ଆଶଙ୍କା ରେ ଆଜି ଅନୁଗୋଳ ଜିଲା ତାଳଚେର ର ବହୁ ଟ୍ରକ ମାଲିକ ମାନେ ଏକ ଶୋଭାଯାତ୍ରାରେ ଆସି ଜିଲାପାଳ ଅଫିସ ନିକଟରେ ପ୍ରତିବାଦ କରିଛନ୍ତି । ଏନେଇ ଏକ ଦାବି ପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଯେଭଳି କୋଇଲା ଟ୍ରକରେ ପରିବହନ ହେଉଥିଲା ସେଭଳି ଟ୍ରକରେ କୋଇଲା ପରିବହନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

Leave A Reply

Your email address will not be published.