Webportal

ଆରପାରିରେ ବରିଷ୍ଠ ଆଇଏଏସ ଅଫିସର ପ୍ରିୟବ୍ରତ ପଟ୍ଟନାୟକ

0 346

୧୯୭୬ ବ୍ୟାଚର ଓଡ଼ିଶା କ୍ୟାଡର ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ ଅଫିସର ପ୍ରିୟବ୍ରତ ପଟ୍ଟନାୟକ ଆଜି ମୁମ୍ବାଇର ଆପୋଲୋ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି।ସେ ଲିଭର କ୍ୟାନସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ତାଙ୍କୁ ୧୫ ଦିନ ତଳେ ଏଆର ଆମ୍ବୁଲାନ୍ସ ରେ ମୁମ୍ବାଇ ନିଆଯାଇଥିଲା।ସେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ, ଅନ୍ୟ ପ୍ରଶାସନିକ କ୍ଷମତା ଓ ମୁଖ୍ୟ ଶାସନ ସଚିବ ପଦବୀ ର ସମାନ ମର୍ଯ୍ୟାଦା ଥିବା ସିଏମଡି ଇଡ଼କୋ ମଧ୍ୟ୍ୟ ଥିଲେ।ତାଙ୍କର କାର୍ଯ୍ୟଶୈଳୀ ପାଇଁ ସେ ସର୍ବଦା ଚର୍ଚ୍ଚାରେ ରହୁଥିଲେ।ବୁଧବାର ତାଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯିବ।

Leave A Reply

Your email address will not be published.