Webportal

ସାଂସଦ ଓ ଜିଲ୍ଲାପାଳ ଭୁଲିଗଲେ ସାମାଜିକ ଦୂରତା:କରୋନା ସଂକ୍ରମଣ ବ୍ୟାପିଲେ ଦାୟୀ ରହିବ କିଏ

0 579

ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଢେ଼ଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ଜିଲ୍ଲା ପ୍ରଶାସନ ର କିଛି ଅଧିକାରୀ ଏବଂ କର୍ମଚାରୀଙ୍କୁ କରୋନା ମହାମାରୀ ସମୟରେ
ଉଲ୍ଲେଖନିୟ କାର୍ଯ୍ୟ କରିବା ପାଇଁ ସମ୍ବର୍ଦ୍ଧିତ କରିଥିଲେ।

କିନ୍ତୁ ପରିତାପର ବିଷୟ ହେଲା ଯେ ଖୋଦ ସାଂସଦ ଓ ଜିଲ୍ଲାପାଳ ଉପସ୍ଥିତ ଥାଇ ସାମାଜିକ ଦୂରତ୍ୱ କଥା ଭୁଲିଯାଇଥିଲେ।

ଯଦି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସମୟରେ ସାଂସଦ ଓ ଜିଲ୍ଲାପାଳଙ୍କ ପରି ଅତି ଦାଇତ୍ୱ ଯୁକ୍ତ ପଦବୀରେ ଥିବା ବ୍ୟକ୍ତି ସାମାଜିକ ଦୂରତ୍ୱ ବିଷୟରେ ଭୁଲିଯିବେ ତେବେ ଏହି ଭୁଲ ପାଇଁ କରୋନା ମହାମାରୀ ବ୍ୟାପିଲେ ଦାୟୀ କିଏ ରହିବ?

ସାଧାରଣ ଲୋକଙ୍କ ନିକଟକୁ କଣ ସନ୍ଦେଶ ଯାଉଛି।ଯଦି ସେମାନେ ଏହାକୁ ଅନୁକରଣ କରିବେ ତେବେ କରୋନା ମହାମାରୀ ସଂକ୍ରମଣ ର ଆଶଙ୍କା ବୃଦ୍ଧି ପାଇବାର ଆଶଙ୍କା ରହିଛି।

ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ସଚେତନ ରହି ଦାଇତ୍ୱ ପୁରା କରିବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.