Webportal

ମାମୁଁ ଘରେ ଭାଣିଜୀର ଆତ୍ମହତ୍ୟା

0 299

ଶନିବାର ରାତି ରେ ଅନୁଗୁଳ ଜିଲ୍ଲା ପIଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ମଣ୍ଡାଖୋଲ ଗ୍ରାମ ରେ ମାମୁଁ ଘରେ ରହି ପାଠ ପଢ଼ୁଥିବା ଦଶମ ଶ୍ରେଣୀ ଛାତ୍ରୀ ଫ୍ୟାନ ରେ ନିଜର ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଅନୁଗୁଳ ଜିଲ୍ଲା କୁରୁଡୋଲ ଗ୍ରାମ ର ସସ୍ମିତା ଦେହୁରୀ ଯିଏ ଗତ ୨ ମାସ ହେଲା ମାମୁଁଘରେ ରହୁଥିଲେ। ଗତକାଲି ରାତି ରେ ସମସ୍ତ ପରିବାର ଲୋକେ ଶୋଇବା ପରେ ଏହି ଘଟଣା ଘଟିଥିଲା । ତେବେ ଆତ୍ମହତ୍ୟା ର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଖବର ପାଇ ଖମାର ଥାନା ଅଧିକାରୀ ଘଟଣାସ୍ଥଳ ରେ ପହଁଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି I

Leave A Reply

Your email address will not be published.