Webportal

ବଜ୍ରକାପ୍ତା ଉଦ୍ଧାର

0 235

ଅନୁଗୋଳ ଜିଲ୍ଲା ପାଲଲହଡାର ପଟାମୁଣ୍ଡ ଗାଁ ନିକଟରୁ ୧୦ କେଜିର ଓଜନ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ବନ ବିଭାଗ ଚାରି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହେଲେ ପଟାମୁଣ୍ଡ ଗାଁର ସନ୍ତୋଷ ମହାକୁଳ,କୈଳାସ ନାୟକ, ଟାଇନସିରା ଗାଁର ଗଣ ନାଥ ନାୟକ ଓ ଜଗମୋହନପୁରର ମୁନା ମୁଣ୍ଡା।

Leave A Reply

Your email address will not be published.