Webportal

ଟ୍ରକ ଧକାରେ ମହିଳା ମୃତ

0 228

ଅନୁଗୁଳ ଜିଲ୍ଲା ତଳମୂଳ ନିକଟରେ ଟ୍ରକ ଧକ୍କାରେ ବାଇକରେ ଆଜି ମନ୍ଦିର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେବା ଫଳରେ ଜଣେ ମହିଳା ସୁଜାତା ରାଉଳ ମୃତ୍ୟୁବରଣ କରିଥିବା ବେଳେ ଦୁଇଜଣ ଗୁରୁତର ଭାବେ ଆହତ ହୋଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିଶ୍ଚିତ ହେଉଛନ୍ତି ।ମୃତକ ହେଲେ ବାଉଁଶ ପୋଖରୀ ଗ୍ରାମର।ମୃତକ ଝିଅ ର ବାପା ଘର ଲୋକେ କହୁଛନ୍ତି ତାଙ୍କୁ ଉଦେଶ୍ୟ ମୂଳକ ଭାବେ ମାରିଦେଇଛନ୍ତି ।ଟ୍ରକ ଆସୁଥିବା ସମୟରେ ଟ୍ରକ ସମ୍ମୁଖକୁ ଠେଲି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।ତୁରନ୍ତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ।

Leave A Reply

Your email address will not be published.