Webportal

କାନ୍ଥ ପଡି ଦୁଇ ମୃତ

0 266

ଅନୁଗୁଳ ଜିଲା ବଅଁରପାଳ ଥାନା ଗଣେଶବଜାର ନିକଟରେ କାନ୍ଥ ପଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ବୃନ୍ଦାବନପୁର ଗ୍ରାମର ଦୀପୁ ପରିଡ଼ା ଏବଂ ଅନ୍ୟଜଣେ ତପନ ନାୟକ ବୋଲି ଜଣାପଡ଼ିଛି। ଉଭୟ ଗୋପୀ ସାହୁଙ୍କ ଘରେ ପାଇପ କାମ କରୁଥିଲେ। ଏହି ସମୟରେ ନିକଟରେ ଥିବା ଏକ ସିମେଣ୍ଟ କାନ୍ଥ ସେମାନଙ୍କ ଉପରେ ଭାଙ୍ଗି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.