Webportal

ହତ୍ୟାକାରୀ ଗିରଫ

0 266

ଗତକାଲି ସନ୍ଧ୍ୟା ପ୍ରାୟ ସାତଟା ସମୟରେ ଅନୁଗୁଳ ଜିଲ୍ଲାର ଅନ୍ତୁଲିଆ ବଜାରରେ ଜମିବାଡ଼ି ବିବାଦକୁ ନେଇ ବିଜେପି ସାତକୋଶିଆ ମଣ୍ଡଳ ହରିଜନ ମୋର୍ଚ୍ଚା ସଭାପତି ୫୫ ବର୍ଷୀୟ ଜଗବନ୍ଧୁ ବେହେରାଙ୍କୁ ଜନଗହଳି ଭିତରେ ଭୁଜାଲି ରେ ହାଣି ହତ୍ୟା କରି ଫେରାର ହୋଇଯାଇଥିଲା ୪୦ ବର୍ଷୀୟ ସଦାନନ୍ଦ ଗଡ଼ନାୟକ।ପୁରୁଣାକୋଟ ପୋଲିସ ର ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ ଓ ଆଜି ହତ୍ୟାକାରୀ ପୋଲିସ ହାତରେ ଧରାପଡି ଗିରଫ ହେବାପରେ ତାକୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.