Webportal

ସୋସିଆଲ ମିଡ଼ିଆରେ ଅଶ୍ଲୀଳ ଭିଡ଼ିଓ ସେୟାର କରି ଗିରଫ

0 397

ଛତିଶଗଡ଼ ର ବିଳାସପୁର ରେ ମହିଳା କଂଗ୍ରେସ ନେତ୍ରୀ ମାନଙ୍କୁ ଅଶ୍ଳୀଳ ଭିଡ଼ିଓ ହ୍ଵାଟ୍ସଆପ ରେ ପଠାଇବା ମାମଲାରେ ପୋଲିସ ସ୍ଥାନୀୟ କଂଗ୍ରେସ ନେତା ପବନ ଦୁବେକୁ ଗିରଫ କରିଛି। ବିଳାସପୁରର ଅତିରିକ୍ତ ପୋଲିସ ଅଧିକ୍ଷକ ପ୍ରତିଭା ତିବାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଅଗଷ୍ଟ ୯ ତାରିଖ ଦିନ କଂଗ୍ରେସ ର ଜିଲ୍ଲା ଯୁଗ୍ମ ସଚିବ ଥିବା ପବନ ଦୁବେ ଏକ ହ୍ଵାଟ୍ସଆପ ଗ୍ରୁପରେ ଏକ ଅଶ୍ଳୀଳ ଭିଡ଼ିଓ ସେୟାର କରିଥିଲେ ଯାହାକୁ ନେଇ ମହିଳା କଂଗ୍ରେସ ନେତ୍ରୀ ମାନେ ଥାନାରେ ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତରେ ଜେଲକୁ ପଠାଇ ଦିଆଯାଇଛି।

Leave A Reply

Your email address will not be published.