Webportal

ହାତୀ ଆକ୍ରମଣରେ ଗାଈ ମୃତ

0 298

ଅନୁଗୁଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କଣଲୋଇ ପଞ୍ଚାୟତ କର୍ଣ୍ଣପାଳ ଗ୍ରାମ ନିକଟସ୍ଥ କାଜୁବଗିଚାରେ ଗୁରୁବାର ସକାଳେ ହାତୀପଲ ଆକ୍ରମଣରେ ଏକ ଗାଈର ମୃତ୍ୟୁ ଘଟିଛି।
ଘଟଣାରୁ ଜଣାପଡିଛି, ନୂଆଗାଁ ଲୁଣମାଟି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ହାତୀପଲ କଣଲୋଇ ସଂରକ୍ଷିତ ଜଙ୍ଗଲକୁ ଗଲାବେଳେ କର୍ଣ୍ଣପାଳ କାଜୁ ବଗିଚାରେ ଚରୁଥିବା ଏକ ଗାଈକୁ ଆକ୍ରମଣ କରିଥିଲେ। ଖବରପାଇ ହାତୀସ୍କ୍ବାର୍ଡ ଘଟଣା ସ୍ଥଳରେ ପହଞ୍ଚି ଥିଲେ।

Leave A Reply

Your email address will not be published.