Webportal

ହଟିଲା ଧାରା ୩୭୦ ଏବଂ ଜାମ୍ମୁ କାଶ୍ମୀର ଓ ଲଦାଖ ଅଲଗା ଅଲଗା ପ୍ରଦେଶ ହେବେ

0 286

ଆଜି ଏକ ଐତିହାସିକ ନିର୍ଣ୍ଣୟ ସ୍ୱରୂପ ଜାମ୍ମୁ କାଶ୍ମୀର ରୁ ଧାରା ୩୭୦ ର ଖଣ୍ଡ ୧ ବ୍ୟତୀତ ଅନ୍ୟ ସମସ୍ତ ଅଂଶ ଗୁଡିକୁ ହଟେଇବା ପାଇଁ କେନ୍ଦ୍ର ସରକାର ସୁପାରିଶ କରିଥିବା ଘୋଷଣା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା ରାଜ୍ୟ ସଭାରେ ଦିନ ୧୧ଟା ସମୟରେ ଘୋଷଣା କରିଛନ୍ତି।ଏହି ସମୟରେ ବିରୋଧୀ ଦଳର ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏହା ସହିତ ଲଦାକ୍ଷ ଅଲଗା ହୋଇ ଏକ କେନ୍ଦ୍ର ଶାସିତ ପ୍ରଦେଶ ହେବ ଏବଂ ଜାମ୍ମୁ ଓ କାଶ୍ମୀର ଅଲଗା  ହେଇ  ଅଲଗା  କେଦ୍ର  ଶାସିତ ରାଜ୍ୟ ହେବେ ଯାହାର ବିଧାନସଭା ରହିବ।

Leave A Reply

Your email address will not be published.