Webportal

ସାଇବାବାଙ୍କ ଫଟୋରୁ ବାହାରୁଛି ବିଭୁତି

0 305

ଅନୁଗୁଳ ସହର ନିକଟସ୍ଥ ଲିଙ୍ଗରାଯୋଡି ଗ୍ରାମର ମନୋଜ ପଣ୍ଡା ଙ୍କ ଘରେ ଥିବା ସତ୍ୟସାଇ ବାବା ଙ୍କ ଫୋଟୋ ରୁ ବିଭୁତି ବାହାରୁ ଥିବା ଜଣାପଡିଲା ପରେ ତାଙ୍କ ଘରେ ଶ୍ରଦ୍ଧାଳୁ ଙ୍କର ଭିଡ଼ ଦେଖିବାକୁ ମିଳିଛି। ନାମ କୀର୍ତ୍ତନ ରେ ଘର ଉଠୁଛି ପଡୁଛି। ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ବାବାଙ୍କ ଚମତ୍କାର ଦେଖିବାକୁ ଆସୁଛନ୍ତି। ଦିନ ରାତି ଚାଲିଛି ନାମ କୀର୍ତ୍ତନ।

Leave A Reply

Your email address will not be published.