Webportal

ସର୍ବସାଧାରଣଙ୍କ ପାଇଁ ୫ ଦିନ ଖୋଲାରହିବ ଲୋକସେବା ଭବନ ଉଦ୍ୟାନ

0 338

ଶିତଦିନିଆ ବିଭିନ୍ନ କିସମର ଫୁଲର ସମ୍ଭାରରେ ଲୋକସେବା ଭବନର ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି।ତେଣୁ ଉଦ୍ୟାନର ଏହି ଶୋଭା ଯେପରି ସାଧାରଣ ଲୋକ ଉପଭୋଗ କରିପାରିବେ ସେଥିପାଇଁ ଜାନୁଆରୀ ୧୧,୧୨,୧୯,୨୫ ଓ ୨୬ ଦିନ ଅପରାହ୍ନ ୩ଟାରୁ ୫.୩୦ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।ଜନସାଧାରଣ ଉପରୋକ୍ତ ତାରିଖ ଦିନ ନିର୍ଦ୍ଧାରିତ ସମୟରେ ଲୋକସେବା ଭବନରେ ଏକ ନମ୍ବର ଗେଟ ମଧ୍ୟ ଦେଇ ପ୍ରବେଶ କରିପାରିବେ।

Leave A Reply

Your email address will not be published.