Webportal

ସଡକ ଦୁର୍ଘଟଣା

0 382

ତାଳଚେର ବ୍ଲକ ତାଳବେଡା ଛକ ଠାରେ ଟ୍ରକ ଓ ମଟର ସାଇକେଲ ଧକ୍କା । ଗୁରୁତର ବାଇକ ଚାଳକ କୁ ମଣ୍ଡାପାଳ ମେଡିକାଲ କୁ ପଠାଯାଇଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କଲେ। ବାଇକ ଚାଳକ ବଅଁରପାଳ ବ୍ଳକ ବଳରାମ ପ୍ରସାଦର ସୁନିଲ ମହାପାତ୍ର ବୋଲି ସୂଚନା ମିଳୁଅଛି ।

Leave A Reply

Your email address will not be published.