Webportal

ଶୋଷଣ ପ୍ରତିବାଦରେ ବିଦ୍ୟାଳୟରେ ତାଲା

0 180

ଅନୁଗୁଳ ଜିଲ୍ଲା ତାଳଚେର ଏନଟିପିସି/ଟିଟିପିଏସ    ଡିଏଭି ପବ୍ଲିକ ସ୍କୁଲ ରେ ଅହେତୁକ ଆଡ଼ମିଶନ ଫିସ ଵୃଦ୍ଧି ପ୍ରତିବାଦ ଓ ସ୍କୁଲ ଅଧ୍ୟକ୍ଷଙ୍କ  ବଦଳି ଦାବିରେ ଅଭିଭାବକ ମାନେ ସ୍କୁଲରେ  ଧାରଣା ଦେବା ସହ ସ୍କୁଲ ଗେଟ ରେ ତାଲା ପକାଇଦେଇଛନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ ସ୍କୁଲ ଏନଟିପିସି ର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି ରୁ ପ୍ରଦତ୍ତ ଅର୍ଥ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ପରିଚାଳିତ। ଏନଟିପିସି ଦ୍ୱାରା କ୍ଷତିଗ୍ରସ୍ତ ଗ୍ରାମ ଗୁଡିକର ଛାତ୍ର ଛାତ୍ରୀ ମାନେ ମଧ୍ୟ ସେଠି ପ୍ରଦତ୍ତ ସୁବିଧା ଅନୁଯାୟୀ ପଡିବା କଥା। କିନ୍ତୁ ଅଭିଯୋଗ ହୋଇଛି ଯେ ସ୍କୁଲ ଅଧ୍ୟକ୍ଷ ସେମାନଙ୍କୁ ଫୀସ ନାଁ ରେ ଶୋଷଣ କରୁଛନ୍ତି।

Leave A Reply

Your email address will not be published.