Webportal

ଲ୍ୟାଣ୍ଡମାଇନ ବିସ୍ଫୋରଣ: ସିଆରପିଏଫ ଯବାନ ଆହତ

0 150

ମାଲକାନଗିରି ସୀମାନ୍ତ ବିଜାପୁର ଜିଲା ତିମାପୁରଠାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟି ଜଣେ ଯବାନ ଆହତ ହୋଇଛନ୍ତି। ତିମାପୁରଠାରେ ରାସ୍ତା କାର୍ଯ୍ୟ ଚାଲୁଥିବାରୁ ସୁରକ୍ଷା ଦେବା ପାଇଁ ଏହି ଯବାନମାନେ ବାହାରିଥିଲେ। ତେବେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ହୋଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହେବାରୁ ଜଣେ ସିଆରପିଏଫ୍‌ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସେହି ଅଞ୍ଚଳରେ ଯବାନଙ୍କ ପକ୍ଷରୁ କଡ଼ାକଡ଼ି ଯାଞ୍ଚ ଚାଲିଛି।

Leave A Reply

Your email address will not be published.