Webportal

ଲୁଟିଲେ ଦୁର୍ବୁତ୍ତ

0 197

ଅନଗୁଳ ଜିଲ୍ଲା ଜରପଡା ନିକଟରେ ଭୁଜାଲିରେ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ଲୁଟ। ଶାବଳଭଙ୍ଗା ଗାଁର ଦିଗାମ୍ବର ସାହୁ ବ୍ୟାପାର ଉଦେଶ୍ୟରେ ବାଇକରେ ଯାଉଥିଲା ବେଳେ ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଫିଛା କରି କଲେ ଆକ୍ରମଣ। ହାଣିଲେ ଦିଗାମ୍ଵରଙ୍କ ହାତ। ସେ ଅନଗୁଳ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସକାଳ ପ୍ରାୟ ୬ ଟା ସମୟରେ ଏହି ଘଟଣା ଘଟିଛି।

Leave A Reply

Your email address will not be published.