Webportal

ଲଗାତାର ଦୁଇ ଦିନରେ ଦୁଇଟି ହାତୀ ମୃତ

0 251

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡରେ ଲଗାତାର ଦୁଇଦିନରେ ଦୁଇଟି ଦନ୍ତା ହାତୀ ମୃତ। ରବିବାର ବିଳମ୍ବିତ ରାତି ରେ ହଣ୍ଡପା ରେଞ୍ଜର ତେନ୍ତୁଲୋଇ ଜଙ୍ଗଲରେ ତିରିଶ ବର୍ଷୀୟ ଦନ୍ତା ହାତୀ ବିଦ୍ୟୁତ ଆଘାତରେ ମୃତ ହୋଇଥିବା ବେଳେ ସୋମବାର ବିଳମ୍ବିତ ରାତି ରେ ଆଠମଲ୍ଲିକ ରେଞ୍ଜ ସିଦ୍ଧପୁର ଖେସରା ଜଙ୍ଗଲ ମଧ୍ୟରେ ପ୍ରାୟ 10 ରୁ 12 ବର୍ଷର ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି ଓଏହା ଅସୁସ୍ଥ ଜନିତ ମୃତ୍ୟୁ ବୋଲି ଆଶଙ୍କା କରାଯାଉଛି। ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ମାନେ ପହଁଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.