Webportal

ରାଜ୍ୟ ଶିଶୁ ଅଧିକାର ଆୟୋଗ ସଦସ୍ୟାଙ୍କ ଅନୁଗୁଳ ଗସ୍ତ

0 280

ରାଜ୍ୟ ଶିଶୁ ଅଧିକାର ଆୟୋଗର ସଦସ୍ୟା ଦିବ୍ୟା ସାସ୍ବତୀ ଅନୁଗୋଳ ଜିଲ୍ଲା ଗସ୍ତରେ ଆସିଛନ୍ତି।ଜିଲ୍ଲାର ଆଦୃତ ଶିଶୁ ଗୃହ,ଅଙ୍ଗନ ବାଡ଼ି କେନ୍ଦ୍ର,ସ୍କୁଲ ସବୁ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି ।ଶିଶୁ ମାନଙ୍କ ର ସଠିକ ଯତ୍ନ ନିଆଯାଉଛି କି ନାହିଁ,ଶିଶୁ ମାନଙ୍କର ଅଧିକାର କିପରି ମିଳୁଛି ଆଦି ଦିଗ ଉପରେ ବୁଲି ଦେଖିବା ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।କମିଶନ ସଦସ୍ୟା କହିଥିଲେ ଶିଶୁ ମାନଙ୍କ ପାଇଁ ହୋଇଥିବା ଅନୁଷ୍ଠାନ ଗୁଡିକରେ ଶିଶୁମାନଙ୍କୁ ସମସ୍ତ ସୁବିଧା ସୁଯୋଗ ମିଳିବା ଉପରେ ନଜର ରଖାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।

Leave A Reply

Your email address will not be published.