Webportal

ମାଟ୍ରିକ ଖାତାଦେଖା ତାରିଖ ହେଲା ସ୍ଥିର

0 242

ଆଜି ଅନୁଷ୍ଠିତ ଏକ ଜରୁରୀ ବୈଠକରେ ମାଟ୍ରିକ ଖାତା ଦେଖା କୋଭିଡ ଗାଇଡ଼ଲାଇନ ମଧ୍ୟରେ ଆରମ୍ଭ ହେବା ନିଷ୍ପତ୍ତି ନିଆଯାଇଥିବା ସୂଚନା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ଏହା ରାଜ୍ୟର ୬0 ଟି କେନ୍ଦ୍ରରେ ମେ ମାସ ୨୦ ରୁ ଆରମ୍ଭ ହୋଇ ଜୁଲାଇ ମାସ ଶେଷସୁଧା ଶେଷ ହେବ।ଖାତା ଦେଖିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ପେଶାଲ ଇନସେଣ୍ଟିଟିଭ ଦିଆଯିବ।ଆବଶ୍ୟକ ହେଲେ ଖାତାଦେଖା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ।

Leave A Reply

Your email address will not be published.