Webportal

ମହିଳା ମାନଙ୍କ ସଂଘ କୁ ଆସୁଥିବା ଅର୍ଥରାଶି ହେରଫେର ହୋଇଥିବା ନେଇ ଜିଲାପାଳଙ୍କୁ ଅଭିଯୋଗ

0 136

ଅନୁଗୁଳ ବ୍ଲକ ଅନ୍ତର୍ଗତ ବଲଙ୍ଗ ପଞ୍ଚାୟତର ମହିଳା ମାନେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ମହିଳା ମାନେ ସରକାରଙ୍କ ପକ୍ଷରୁ ସଂଘ ମାନଙ୍କୁ ଆସୁଥିବା ଅର୍ଥରାଶି ହେରଫେର ହୋଇଥିବା  ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ବଲଙ୍ଗ ପଞ୍ଚାୟତର ସଂଘ ମାନଙ୍କର ଉପରିସ୍ଥ ଭାରପ୍ରାପ୍ତ ଧାରୀ ଗଣ ସଠିକ ଭାବରେ ପଥ ପ୍ରଦର୍ଶନ କରୁଉନାହାନ୍ତି। ହିସାବ ମାଗିଲେ ବିଭିନ୍ନ କଥୋପକଥନ ଦ୍ଵାରା ଭୁଲାଇ ଦେଇଛନ୍ତି। ବାର୍ଷିକ ହିସାବ ହେଉ କି ମାସିକ ସଂଘ ହିସାବ ହେଉ ସଠିକ ଭାବରେ ପାଇଁ ପାରୁ ନଥିବା ମହିଳା ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଏହି ଘଟଣା ବିଷୟରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ମହିଳା ମାନେ ଦାବି କରିଛନ୍ତି।

Leave A Reply

Your email address will not be published.