Webportal

ଭାଲୁ ଆକ୍ରମଣ

0 206

ଭାଲୁ ଆକ୍ରମଣରେ ଯୁବକ ଆହତ
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଟାକୁଆ ଗ୍ରାମ କୁସୁମ ସାହିରର ଲମ୍ବୋଦର ସାହୁ ଭାଲୁଆକ୍ରମଣରେ ଆହତ ହୋଇଛନ୍ତି। ଘଟଣାରୁ ଜଣା ପଡିଛି ଯେ ଟାକୁଆ କୁସୁମ ସାହି ଗ୍ରାମର ଲମ୍ବୋଦର ବୁଧବାରରେ ଘର ଠାରୁ ୧୦୦ମିଟର ଦୂରରେ ଥିବା ପଡିଆକୁ ଶୈାଚ ହେବା ପାଇଁ ଯାଉଥିବାବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ସେ ଚିତ୍କାର କରିବାରୁ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଦୈଡିଆସିବା ପରେ ଭାଲୁ ଲେମ୍ବୁକୁ ଛାଡିଦେଇ ପଲାଇଯାଇଥିଲା। ସ୍ଥାନିୟ ଲୋକ ଏକ ମଟର ସାଇକେଲ ଯୋଗେ ତାଙ୍କୁ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି। ତାଙ୍କ ଡାହାଣ ହାତ ,ବାମ ହାତ ଓ ଆଣ୍ଠୁରେ ଗଭିର ଆଘାତ ଲାଗିଥିବା ବେଳେ ବର୍ତମାନ କୋଶଳ ଡାକ୍ତଖାନାରେ ଚିକିତତ୍ସା ପାରେ ଲମ୍ବୋଦର ସୁସ୍ଥ ଥିବା ଜଣାପଡିଛି ।

Leave A Reply

Your email address will not be published.