Webportal

ବୋମା ଖାଇ ଗୁରୁତର ହାତୀ

0 137

ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରେ ଅସୁସ୍ଥ ହାତୀ ଠାବ ଘଟଣା… ଚିକିତ୍ସା କରୁଥିବା ଡାକ୍ତର ପ୍ରଦୀପ୍ତ କୁମାର ସିଂହଙ୍କ ସୂଚନା… ବୋମା ଖାଈ ଗୁରୁତର ଆହତ ହୋଇଛି ଅଣ୍ଡିରା ହାତୀ। ପ୍ରାୟ ୫-୬ ଦିନ ତଳୁ ହାତୀଟି ବୋମା ଖାଇଥିବା ସନ୍ଦେହ। ହାତୀର ପାଟିରେ ହୋଇଛି ଗଭୀର କ୍ଷତ। ଅଧିକ ଚିକିତ୍ସା ଲାଗି କପିଳାସ, ଅନୁଗୁଳ ଓ ସାତକୋଶିଆରୁ ଡାକ୍ତରୀ ଟିମ ପହଞ୍ଚି ଆରମ୍ଭ କରିଛନ୍ତି ଚିକିତ୍ସା। ଆହତ ହେଇଥିବା ଏ ଅଣ୍ଡିରା ହାତୀଟିର ବୟସ ପ୍ରାୟ ୬-୭ ବର୍ଷ ହେବ।

Leave A Reply

Your email address will not be published.