Webportal

ବୃଦ୍ଧାଙ୍କୁ ମାଡ଼ମାରି ଗିରଫ ହୋଟେଲ ମାଲିକାଣି

0 232

ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ରେଙ୍ଗାଳି ବଜାରର ଏକ ହୋଟେଲ ରେ ଘଟିଛି ଅଭାନନିୟ ଘଟଣା ।ହୋଟେଲ ମାଲିକାନୀଙ୍କର ୬୨ବର୍ଷୀୟ ବୃଦ୍ଧାଙ୍କୁ ଶାରୀରିକ ଅତ୍ୟାଚାର ର ଭିଡିଓ କ୍ୟାମେରା ରେ କଏଦ ହୋଇଛି। ଘଟଣା ରୁ ପ୍ରକାଶ ଯେ, ହୋଟେଲ ରେ ଏହି ବୃ୍ଦ୍ଧା ଜଣଙ୍କ ଦିର୍ଘ ଦିନ ଧରି ବାସନ ମାଜିବା କାମ କରନ୍ତି, କିନ୍ତୁ ମାଲିକାଣୀ ଚୋରି କରୁଥିବା କହି ବୃ୍ଦ୍ଧାଙ୍କୁୁ ଅମାନୁଷିକ ଭାବରେ ମାଡ ମାରୁଥିବା ଜଣାପଡିଛି।ଜଣେ ମାନସିକ ଭାରସାମ୍ୟ ହରାଇ ଥିବା ଦରିଦ୍ର ବୃଦ୍ଧାଙ୍କୁ ଆଉ ଜଣେ ମହିଳା ମାଡ଼ ମାରିବା ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।ମାଡ଼ ମାରୁଥିବା ମହିଳା ଜଣଙ୍କ ସେହି ଅଂଚଳର ପାଚିକା ଥିବା ଜଣା ପଡ଼ିଛି।ପୋଲିସ ମାଡ ମାରିଥିବା ମହିଳାକୁ ଗିରଫ କରିଛି।

Leave A Reply

Your email address will not be published.